Browsing Tag

uttarpradesh

ଭୟଙ୍କର ସଡ଼କ ଦୁର୍ଘଟଣା: କାର ଏବଂ ଅଟୋ ମୁହାଁମୁହିଁ ଧକ୍କା, ୫ ମୃତ

ଉତ୍ତର ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ଦୁର୍ଘଟଣାଟି କୋତଓ୍ଵାଲି ଦେହାତ ଅଞ୍ଚଳର ଲକ୍ଷ୍ମୌ ହରଦାଇ ମାର୍ଗରେ ହୋଇଛି। ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ଶବ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିଲା ।…

ସରକାରଙ୍କ ନୂଆ ଯୋଜନା, ଏବେ ବିନା ରାସନ୍‌ କାର୍ଡରେ ପାଇପାରିବେ ମାଗଣା ରାସନ୍‌ ସାମଗ୍ରୀ, ଏପରି ଉଠାନ୍ତୁ ଫାଇଦା

ଏବେ ମାଗଣା ରାସନ ଧାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। ସରକାର ଆରମ୍ଭ କଲେ ନୂଆ ଯୋଜନା। ଏବେ ବିନା କାର୍ଡରେ ବି ମିଳିବ ରାସନ । ହେବନାହିଁ କୌଣସି ଅସୁବିଧା। ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଯଦି ଆପଣଙ୍କ ପାଖରେ ରାସନ କାର୍ଡ ନାହିଁ ତେବେ ଆପଣ ମାଗଣା ରାସନ ରର ସୁବିଧା ପାଇପାରିବେ।…

ଗଙ୍ଗା ସ୍ନାନ କରୁଥିବା ବେଳେ ବୁଡିଗଲେ ୨ ପିଲାଙ୍କ ସମେତ ୬ ଲୋକ, ଜଣଙ୍କର ମୃତଦେହ ଉଦ୍ଧାର

ଉତ୍ତରପ୍ରଦେଶର କାନପୁରରେ ଗଙ୍ଗା ସ୍ନାନ କରୁଥିବା ବେଳେ ବୁଡିଗଲେ ୬ ଜଣ ଲୋକ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଖୋଜାଚାଲିଛି। ଏମାନଙ୍କ ମଧ୍ୟରେ ୩ ଜଣ ଯୁବକ, ୨ ଜଣ ପିଲା ଏବଂ ଜଣେ ଯୁବତୀ ଥିଲେ। ଘଟଣା ବିଷୟରେ ଖବର ପାଇଁ ଜିଲ୍ଲାର ସମସ୍ତ ପ୍ରଶାସନିକ…

ଆଗ୍ରାରେ ଜଣେ ଯୁବକକୁ ନାଗ ସାପ ୧୫ ଦିନରେ ୮ ଥର କାମୁଡ଼ିବାର ଘଟଣା ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ କ’ଣ…

ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏମିତି ଛାତି ଥରେଇ ଦେବା ଭଳି ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। । ଥରେ କି ଦୁଇଥର ନୁହେଁ ବରଂ ୧୫ ଦିନରେ ଲଗାତାର ୮ ଥର କାମୁଡ଼ି ସାରିଲାଣି ନାଗସାପ ଆଗ୍ରାର ଜଣେ ଯୁବକକୁ ,ଲୋକମାନେ ଏହାକୁ ‘ଯାନୀ ଦୁଷ୍ମନ’ ବୋଲି କହୁଛନ୍ତି। ଦେଶର ବିଭିନ୍ନ…

ବର୍ଷା ହେବାର ୬-୭ଦିନ ପୂର୍ବରୁ ଭିବଷ୍ୟବାଣୀ ଦେଇଥାଏ ଉତ୍ତରପ୍ରଦେଶର ଜଗନ୍ନାଥ ମନ୍ଦିର, ଜାଣନ୍ତୁ ଏହାର ବିଶେଷତ୍ୱ

ଭାରତ ପୁରା ବିଶ୍ୱରେ ଏପରି ଏକ ଭୁଖଣ୍ଡ ଯେଉଁଠି ବହୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳେ ଆପଣ ଜାଣିଛନ୍ତି ଭାରତ ହେଉଛି ବିଶ୍ଵର ଐତିହାସିକ ଓ ସାଂସ୍କୃତିକ ଦେଶ। ଯେଉଁଠି ଭଗବାନଙ୍କୁ ଖୁବ୍ ବିଶ୍ଵାସ କରନ୍ତି ଲୋକେ। ଏମିତିକି ଭାରତରେ ଅନେକ ରହସ୍ୟମୟ ମନ୍ଦିର ମଧ୍ୟ ଲୁଚି ରହିଛି। ଏପରିକି…

ଏହି ମନ୍ଦିରକୁ ସ୍ୱୟଂ ଶତ୍ରୁଘ୍ନ ପ୍ରତିଷ୍ଠା କରିଥିଲେ, ଜାଣନ୍ତୁ ଏହି ମନ୍ଦିର ସମ୍ପର୍କରେ..

ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର ବରଷଠୀରେ ଅବସ୍ଥିତ ଦିୟାବାନାଥ ମନ୍ଦିର। ମାନ୍ୟତା ରହିଛି ଯେ ଏହି ମନ୍ଦିର ତ୍ରେତୟା ଯୁଗରେ ତିଆରି ହୋଇଥିଲା। ପୈାରାଣିକ କଥା ବସ୍ତୁ ଅନୁଯାୟୀ ଶତ୍ରୁଘ୍ନ ଏହି ମନ୍ଦିରର ଶିବଲିଙ୍ଗକୁ ସ୍ଥାପନା କରିଥିଲେ। ଶ୍ରାବଣ ମାସରେ ଓ ଶିବରାତ୍ରୀରେ ଏହି ମନ୍ଦିରରେ…

ମାଆଙ୍କୁ ହତ୍ୟା କରି ପ୍ରାୟଶ୍ଚିତ ପାଇଁ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଋଷି ଜମଦାଗ୍ନୀ, ଆପଣ ବି ଥରେ ଦର୍ଶନ କରନ୍ତୁ…

ଏବେ ଚାଲିଛି ଶ୍ରାବଣ ମାସ। ଏହି ମାସର ପ୍ରତ୍ୟେକ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ କେବଳ ସୋମବାର ନୁହେଁ, ଶ୍ରାବଣ ମାସର ପ୍ରତ୍ୟେକ ଦିନର ସ୍ୱତନ୍ତ୍ରତା ରହିଛି। ତେବେ ଏହାରି ଭିତରେ ଚଳିତ ମାସରେ ଥିବା ପ୍ରଦୋଷ ବ୍ରତ ଏବଂ ମାନସିକ ଶିବରାତ୍ରୀର ସ୍ୱତନ୍ତ୍ର…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ବସ୍‌: ୪ ମୃତ, ୧୦ ଗୁରୁତର

ଉତ୍ତରପ୍ରଦେଶ କୁଶୀନଗର ସ୍ଥିତ ହାଟା କୋତବାଲି ଜାତୀୟ ରାଜପଥ ୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୨୯ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହାଟା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି…

ଅଭେଦ୍ୟ ଗଡ଼କୁ ଭେଦ କରିପାରିଲେନି ବିରୋଧୀ, ୟୁପିରେ ପୁଣି ସତ୍ତା ସମ୍ଭାଳିବେ ଯୋଗୀ ଆଦିତ୍ୟନାଥ

କେନ୍ୟୁଜ୍(ବ୍ୟୁରୋ):  ଉତ୍ତରପ୍ରଦେଶରେ ପୁଣି ଯୋଗୀ ରାଜ । କ୍ଷମତା ବଜାୟ ରଖିଲା ବିଜେପି । ଚଳିତ ବିଧାନସଭା ନିର୍ବାଚନରେ ବିଜୟ ହାସଲ ଅଭିମୁଖେ ବିଜେପି । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେପି ଆଗୁଆ ରହିଛି । ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ରହିଛି…

ସରିଲା ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର, ଭୋଟରଙ୍କ ମନ ଜିଣିବାକୁ ଶେଷ ଦିନରେ ଉଦ୍ୟମ…

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଭୋଟରଙ୍କ ମନ ଜିଣିବାକୁ ଶେଷ ଦିନରେ ଉଦ୍ୟମ କରିଛନ୍ତି ସବୁ ରାଜନୈତିକ ଦଳ । ମୈଦାନରେ ଲାଗିଥିଲା ଷ୍ଟାର ପ୍ରଚାରକଙ୍କ ଭିଡ଼। ଫେବ୍ରୁଆରୀ ୨୩ରେ ଚତୁର୍ଥ…

ନ୍ୟାସନାଲ ଫ୍ୟାମିଲି ବେନିଫିଟ୍ସ ସ୍କିମରେ ଫ୍ରିରେ ମିଳିବ ୩୦ ହଜାର ଟଙ୍କା, ଜାଣନ୍ତୁ କେମିତି ପାଇବେ

ଯଦି ଆପଣ ମହାମାରୀରେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ରାଷ୍ଟ୍ରୀୟ ପାରିବାରିକ ଲାଭ ଯୋଜନା ଜରିଆରେ ଅସହାୟ ପରିବାରଙ୍କୁ ମାସିକ ୩୦ ହଜାର ଟଙ୍କା ରାଶି ଦିଆଯିବ। ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ। ଦେଶରେ ଏମିିତି ଅନେକ…

ରହିଲାନି ରୁବାବ୍: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ଗିରଫ କଲା ୟୁପି ପୋଲିସ । ଖେରି ହିଂସା ମାମଲାରେ ଆଶିଷ ମୁଖ୍ୟ ଅଭିଯୁକ୍ତ । ୧୨ ଘଣ୍ଟା ଧରି ପଚାରାଉଚରା କରିଥିଲା…