Browsing Tag

uttarpradesh

ଅଭିଶପ୍ତ ଏହି ଗୋବର୍ଦ୍ଧନ ପର୍ବତରେ ଏବେବି ଶ୍ରୀକୃଷ୍ଣଙ୍କ ଜୀବିତ ରହିବାର ପ୍ରମାଣ ମିଳେ

ଆପଣ ଗୋବର୍ଦ୍ଧନ ପର୍ବତ ସମ୍ପର୍କରେ ପୁରାଣରେ ଅନେକ ବାର ଶୁଣିଥିବେ। କିନ୍ତୁ ଆମେ ଏହି ପର୍ବତକୁ ନେଇ ଏକ ଏମିତି ରହସ୍ୟ ସମ୍ପର୍କରେ କହିବୁ, ଯାହାକୁ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋବର୍ଦ୍ଧନ ଧାମ ଉତ୍ତର ପ୍ରଦେଶ ଅନ୍ତର୍ଗତ ମଥୁରା ଜିଲ୍ଲାରେ ଥିବା ନଗର ପଞ୍ଚାୟତରେ ରହିଛି ।…

ସଙ୍ଗମସ୍ଥଳ ପ୍ରୟାଗରାଜରେ ଆସିଛି ଭୟଙ୍କର ବନ୍ୟା, ପାଣି ଘେରରେ ଫସିଛନ୍ତିି ଅନେକ ଲୋକ

ପ୍ରାକୃତିକ ବିପର୍ଯ୍ୟୟର ପୁଣି ଏକ କରାଳ ରୂପ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭୟଙ୍କର ବନ୍ୟା ସାରା ଅଞ୍ଚଳକୁ ସମସ୍ୟାରେ ପକାଇଛି। ଗଙ୍ଗା, ଯମୁନାର ସଙ୍ଗମସ୍ଥଳୀ ପ୍ରୟାଗରାଜରେ ଅଚାନକ ବନ୍ୟା ଆସିବା ଫଳରେ ଲୋକମାନଙ୍କ ଜୀବନ ଓ ଜୀବିକା ବାଧା ପ୍ରାପ୍ତ ହୋଇଛି। ଗଙ୍ଗାରେ…

PM Ujjwala Yojana ୨ୟ ଭାଗର ଶୁଭାରମ୍ଭ, ପୁଣି ଥରେ ବିପିଏଲ ପରିବାର ମହିଳାଙ୍କୁ ମିଳିବ LPG ଗ୍ୟାସ ସିଲିଣ୍ଡର

ପ୍ରଧାନମନ୍ତ୍ରୀ ମୋଦୀ ଗରିବଙ୍କ ସହାୟତା କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ଏସବୁ ମଧ୍ୟରୁ ଆପଣ PM Ujjwala Yojana ନାଁ ତ ଶୁଣିଥିବେ । ଏହି ଯୋଜନା ଅନ୍ତର୍ଭୁକ୍ତ ଗରିବ ବା ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କୁ ସେ LPG ଗ୍ୟାସ ସିଲିଣ୍ଡର ଦେବାର ଯୋଜନା ରଖିଥିଲେ । ଏବେ ଏହାର ୨ୟ…

ମହିଳାଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ ପରେ ଫସିଲେ IAS ଅଫିସର, ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶରେ ଏବେ ବଡ଼ ବଡ଼ ଅଫିସରଙ୍କ ଭିଡିଓ ଭାଇରାଲ ହେବା ଖବର ସାମ୍ନାକୁ ଆସୁଛି। ପ୍ରଥମେ ଆଇପିଏସଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ ହୋଇଥିଲା। ଏବେ ଆଇଏଏସ ଅଧିକାରୀଙ୍କ ଅଶ୍ଳିଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଏହି ଭିଡ଼ିଓ…

ଉତ୍ତରପ୍ରଦେଶ: ଗୋଟିଏ ଗଛରେ ୧୨୧ ପ୍ରଜାତିର ଆମ୍ବ ଫଳିବା ଘଟଣାକୁ ନେଇ ଉଠିଛି ଚର୍ଚ୍ଚା

ଉତ୍ତରପ୍ରଦେଶର ସହାରନପୁରରେ ଆମ୍ବର ଏକ ଏମିତି ଗଛ ଦେଖିବାକୁ ମିଳିଛି, ଯେଉଁଠି ଗୋଟିଏ ଆମ୍ବ ଗଛରେ ପାଖାପାଖି ୧୨୧ ପ୍ରକାରର ଆମ୍ବ ଫଳିଛି । କେବଳ ଏତିକି ନୁହେଁ ବରଂ ଏହି ଅନୋଖା ବା ଭିନ୍ନ ଧରଣର ଗଛକୁ ଦେଖିବା ପାଇଁ ବହୁଦୂରରୁ ଅନେକ ଲୋକ ମଧ୍ୟ ଆସୁଛନ୍ତି । ସାରା ଦୁନିଆରେ ଏମିତି ଅନେକ…

କରୋନାରେ ଯୌତୁକ ପାଇଁ ଦିଆଗଲା ଲକ୍ଷାଧିକ ଟଙ୍କା ସହ ମୂଲ୍ୟବାନ ଜିନିଷ, ଖବର ହେଲା ଭାଇରାଲ

ଉତ୍ତରପ୍ରଦେଶ ଶାମଲୀରେ କ୍ୟୁରେଶୀ ସମାଜରେ ହୋଇଥିବା ବିବାହ ଏବେ ରହିଛି ଖୁବ ଚର୍ଚ୍ଚାରେ । ବିବାହରେ ମିଳିଥିବା ଯୌତୁକର ଭିଡିଓ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଲେ ଏହି ବ୍ୟକ୍ତି ଜଣକ । ଏହି ଭିଡିଓରେ ଖୁଲମ ଖୁଲା ଭାବେ ଯୌତୁକରେ କେତେ ଅର୍ଥାରାଶି ଆଦି ଜିନିଷ ମିଳିଲା ସେ ସମ୍ପର୍କରେ…

ପିପିଇ କିଟ୍ ପିନ୍ଧି ନଦୀରେ ଫୋପାଡୁଛନ୍ତି କୋଭିଡ ମୃତଦେହ, ଫଟୋ ହେଉଛି ଭାଇରଲ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବଳରାମପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ପୁଣି ଲୋକଙ୍କ ଭିତରୁ ମରିଯାଇଛି ମାନବିକତା । ସୋସିଆଲ ମିଡିଆରେ ଭାଇରଲ ହେଉଛି ଏମିତି ଏକ ଫଟୋ । ଯେଉଁଥିରେ ଦେଖିବାକୁ ମିଳିଛି କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନଦୀରେ ଫୋପାଡିଦେଉଛନ୍ତି ମୃତଦେହ ।…

ସାମାନ୍ୟ କଳହରୁ ଉଗ୍ର କାଣ୍ଡ, ଶୋଇଥିବା ସ୍ତ୍ରୀକୁ କୁରାଢ଼ୀରେ ହାଣିଲା ସ୍ୱାମୀ

ପୁଣିଥରେ ସ୍ତ୍ରୀର ହାତ କାଟିଲା ସ୍ୱାମୀ। ଗତ ୩ ସପ୍ତାହ ମଧ୍ୟରେ ଏହା ମଧ୍ୟ ପ୍ରଦେଶରେ ତୃତୀୟ ଘଟଣା। ଭୋପାଳ ଓ ସାଗର ପରେ ଏବେ ବୈତୁଲରେ ସ୍ୱାମୀ କୁରାଢ଼ୀରେ ଆକ୍ରମଣ କରି ସ୍ତ୍ରୀର ହାତକୁ ହାଣି ପକାଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହମିଦିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର…

ଆଜି ବି ରହିଛି ଏମିତି ଅଜବ ପରମ୍ପରା, ଯେଉଁଠି ଭଗବାନଙ୍କୁ ପୂଜା ନକରି ମାଡ଼ ମରାଯାଏ

ସାରା ଦେଶରେ ହୋଲି ପର୍ବକୁ ବେଶ ଧୂମଧାମ୍‌ରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ହୋଲି ପର୍ବର ମାହାତ୍ମ୍ୟ ରହିଛି ଖୁବ ସ୍ୱତନ୍ତ୍ର। ତେବେ ବରସାନାର ହୋଲି ପର୍ବ ସାରା ଦେଶରେ ପ୍ରସିଦ୍ଧ। ଏଠାରେ ବ୍ରଜବିହାରୀଙ୍କ ହୋଲି ପର୍ବକୁ ଜୀବନ୍ତ ବୋଲି ମନାଯାଏ। ବରସାନାର କଟାରା ହବେଲି ସ୍ଥିତ ବ୍ରଜ ଦୁଲହ…

ଉତ୍ତରପ୍ରଦେଶ ହଥରସ ଘଟଣା: ପୀଡ଼ିତା ପରିବାରକୁ ଭେଟିବାକୁ ଯାଉଥିଲା ବେଳେ ପୋଲିସ ଧକ୍କାରେ ଖସିପଡ଼ିଲେ ରାହୁଲ

କେନ୍ୟୁଜ୍(ବ୍ୟୁରୋ):ଉତ୍ତରପ୍ରଦେଶ ହଥରସ ପୀଡ଼ିତା ପରିବାରକୁ ଭେଟିବାକୁ ଯାଉଥିଲା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଅଟକ। ଉଭୟଙ୍କୁ ଉତ୍ତର ପ୍ରଦେଶ ସୀମାରେ ଗ୍ରେଟର ନଏଡା ପାଖରେ ଅଟକ ରଖିଛି ନଏଡା ପୋଲିସ। ଏହାକୁ ବିରୋଧ କରିବାରୁ ପୋଲିସ ଧକ୍କାରେ ଖସିପଡ଼ିଥିଲେ ରାହୁଲ। ସେ…

ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ କ୍ଲାସମେଟ୍‌, ଘରକୁ ଡାକି ଲୁଟିଲେ ଇଜ୍ଜତ

ସାଙ୍ଗ ଲୁଟିଲା ସାଙ୍ଗର ଇଜ୍ଜତ। କଦର୍ଯ୍ୟ କାମନାକୁ ଚରିତାର୍ଥ କରିବା ପାଇଁ ବିଶ୍ୱାସ ଭାଙ୍ଗିବାକୁ ବି ପଛାଇଲାନି ବନ୍ଧୁ। କେବଳ ଇଜ୍ଜତ ଲୁଟିଲାନି ତ ଘଟଣା ବେଳର ଭିଡିଓକୁ ଚାରିଆଡ଼େ ଭାଇରାଲ କରିବାକୁ ମଧ୍ୟ ଦେଲା ଧମକ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସହାଜାହାନପୁରରେ। ଏଠାରେ…

ଉତ୍ତରପ୍ରଦେଶ ମିରଟରେ ଘଟିଛି ଅଜବ ଘଟଣା: ଲୋକଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ସ୍ୱାବ ନେଇ ଛୁ ମାରିଲେ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମିରଟରେ ଅଜବ ଘଟଣା ଦେଖିବାକୁ ମିଳିଛି । ଲୋକଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡମାନେ ନେଇଥିବା ଖବର ମିଳିଛି । ମିରଟ ମେଡିକାଲ କଲେଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଲାବୋରେଟେରୀ ଟେକନିସିଆନ୍‌ କରୋନା ସନ୍ଦିଗ୍ଧ…