Browsing Tag

Vacancies

IIT କାନପୁରରେ ଚାକିରିର ସୁବର୍ଣ୍ଣ ସୁଯୋଗ, ୯୫ ପଦରେ ବାହାରିଲା ଭର୍ତ୍ତି; ୧୬ ନଭେମ୍ବର ସୁଦ୍ଧା କରନ୍ତୁ ଆବେଦନ

ଆଇଆଇଟି (Indian Institute of Technology) କାନପୁର ଡେପୁଟୀ ରେଜିଷ୍ଟାର୍‌, ଜୁନିୟର ଟେକ୍ନିସିୟାନଙ୍କ ସମେତ କେତେକ ପଦ ପାଇଁ ଆବେଦନ ମାଗିଛି। ଏହି ପରୀକ୍ଷାରେ ଭାଗ ନେବା ପାଇଁ B.Tech, M.Sc, MA, M.Lib ଏବଂ ଦ୍ୱାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଅନଲାଇନ ଆବେଦନ କରି ପାରିବେ। କହି ରଖୁଛୁ,…