Browsing Tag

vaccinated

କୁଚିଣ୍ଡା: ୧୦ମାସର ଶିଶୁକନ୍ୟାକୁ ଏକ୍ସପାଏରୀ ଟିକା ଦେଲେ ଡାକ୍ତର, ଥାନାରେ ଅଭିଯୋଗ କଲେ ଶିଶୁର ବାପା

କୁଚିଣ୍ଡା (କେନ୍ୟୁଜ): ୧୦ମାସର ଶିଶୁକନ୍ୟାକୁ ଏକ୍ସପାଏରୀ ଟିକା। ସମ୍ବଲପୁର ଜିଲ୍ଲାର କୁଚିଣ୍ଡାର ଏକ ଘରୋଇ କ୍ଲିନିକରେ ଶିଶୁ କନ୍ୟାକୁ ଏକ୍ସପାଏରୀ ଟିକା ଦିଆଯାଇଥିବା ଅଭିଯୋଗ ଆସିଥି। ବାରକୋଟ ଅଞ୍ଚଳର ରାଜେଶ କୁମାର ସାହୁ ନିଜର ୧୦ମାସର ଝିଅକୁ ଟିକା ଦେବାକୁ ଏକ ଘରୋଇ କ୍ଲିନିକକୁ ଆଣିଥିଲେ।…

ମାର୍ଚ୍ଚ ଆରମ୍ଭରେ ୧୨-୧୪ ବର୍ଷ କିଶୋରଙ୍କୁ ଆରମ୍ଭ ହୋଇପାରେ ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ପିଲାଙ୍କ ଟିକାରଣ ନେଇ ଆସିଲା ଆଉ ଏକ ଖୁସି ଖବର । ମାର୍ଚ୍ଚ ମାସରେ ଦେଶରେ ୧୨-୧୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ଯୋଜନା ରହିଛି । ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ୍‌ ଟେକ୍ନିିକାଲ୍‌ ଆଡଭାଇଜରୀ ଗ୍ରୁପ୍‌ ବା NTAGI ଅଧ୍ୟକ୍ଷ ଡାକ୍ତର ଏନ. କେ. ଆରୋରା । ସେ…

ବିଏମସିର କଟକଣା: ଡବଲ ଡୋଜ୍‌ ନେଇଥିଲେ ଚର୍ଚ୍ଚକୁ ପ୍ରବେଶ, ପ୍ରତି ଲୋକଙ୍କ ମଧ୍ୟରେ ରହିବ ୬ ଫୁଟ୍ ବ୍ୟବଧାନ

ଭୁବନେଶ୍ବର(କେନ୍ଯୁଜ୍): ଡବଲ ଡୋଜ୍‌ ନେଇଥିଲେ ଚର୍ଚ୍ଚକୁ ପ୍ରବେଶ ଅନୁମତି । ଯେଉଁମାନେ କୋଭିଡର ଦୁଇଟି ଯାକ ଡୋଜ୍‌ ଟିକା ନେଇଥିଲେ, ସେମାନଙ୍କୁ ହିଁ ଚର୍ଚ୍ଚକୁ ଭିତରକୁ ପ୍ରବେଶ ପାଇଁ ଅନୁମିତି ଦିଆଯିବ । ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରିବା ସହ ଲକ୍ଷଣଯୁକ୍ତ ଲୋକଙ୍କୁ…

ଭାଇଙ୍କୁ ବୁଝେଇବେ ଭାଇଜାନ୍‌ ! ମୁସଲିମ ଭାଇଭଉଣୀଙ୍କୁ ଟିକା ନେବାକୁ ସଚେତନ କରାଇବେ ସଲମାନ ଖାନ

ନୂଆଦିଲ୍ଲୀ : କୋଭିଡ ଟିକା ନେବାକୁ ସଚେତନ କରାଇବେ ସଲମାନ ଖାନ। ମୁସଲିମ ସଂପ୍ରଦ୍ରାୟର ଭାଇଭଉଣୀଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଇବେ। ସଚେତନତା କାର୍ଯ୍ୟରେ ସଲମାନ ଖାନଙ୍କୁ ନିୟୋଜିତ କରିବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟର ମୁସଲିମବହୁଳ ଅଞ୍ଚଳ ମାନଙ୍କରେ ଟିକା ନେବା…

ଟୀକା ନେବା ପାଇଁ ଅସମ୍ଭାଳ ଭିଡ଼, ଟୋକନ୍ ପାଇଁ ଠେଲା ପେଲା

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଳକରେ କରୋନା ଭ୍ୟାକ୍ସିନ (ଟୀକା) ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରାତି ୨ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ଟୋକନ୍ ପାଇଁ ଠେଲା ପେଲା ହେଉଛନ୍ତି ଲୋକେ । ପୂର୍ବରୁ ଟିକା ନେବା…

ଟିକା ନେବାକୁ କସରତ: ଇଟା ରଖି ଲମ୍ୱା ଲାଇନରେ ଛିଡା ହେଉଛନ୍ତି ଲୋକେ

ସୋର (କେନ୍ୟୁଜ) : ଟୀକା ପାଇଁ ଇଟା । ସାରା ରାତି ଲାଇନରେ ଇଟା ରଖି ଜଗୁଛନ୍ତି ଲୋକ । ଦୈନିକ ୨ଶହ ଟିକା ଦିଆଯାଉଥିବାେଳେ ଲାଇନ ଲଗାଉଛନ୍ତି ଶହ ଶହ ଲୋକ । ବାଲେଶ୍ୱର ଜିଲ୍ଲା ସୋର ବଜାରଠାରୁ ୧୨ କିଲୋମିଟର ଦୂର ମାଣିପୁର ଟିକା କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ସକାଳେ…

ଅଦ୍ଭୁତ ଆଶ୍ଚର୍ଯ୍ୟ ! ଭ୍ୟାକସିନ୍‌ ନେବା ପରେ ବ୍ୟକ୍ତି ପାଇଲେ ନିଜ ଦୃଷ୍ଟି ଶକ୍ତି

ମାଲକାନାଗିରି (କେନ୍ୟୁଜ) : ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ହେବା କଥା ଆପଣ ଶୁଣିଥିବେ, କିନ୍ତୁ ଏହା ଅପରେସନର କାମ କରିବ ଏହି କଥା ଆପଣଙ୍କୁ ଟିକେ ଅଲଗା ଲାଗିପାରେ। କିନ୍ତୁ ହଁ ଆଜ୍ଞା ଏଠାରେ ଟିକା ଅପରେସନର କାମ କରିଛି। ମାଲକାନଗିରି ଜିଲ୍ଲାର କୁଡୁମୁଳୁଗୁମା ବ୍ଲକରେ…

ନିଆରା ଅଫର ଦେଲେ ସେଲୁନ ମାଲିକ: ଟିକା ନେଇଥିଲେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ

ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାରେ ଜଣେ ସେଲୁନ ମାଲିକ ନିଜ ଗ୍ରହକ ମାନଙ୍କୁ ଏକ ନିଆରା ଅଫର ଦେଇଥିବାର ଜଣାପଡିଛି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣାରେ କାଟୁଛନ୍ତି । ଦରଭଙ୍ଗା ସହରର ବାଇତା ଛକରେ ଶମ୍ଭୁ କୁମାର ଠାକୁରଙ୍କର ସେଲୁନ୍‌ ରହିଛି । ନିଜ ଜିଲ୍ଲାରେ ଟିକାକରଣ…

ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକେ ଘରକୁ ଫେରିଲେ ସେମାନଙ୍କର ହେବ ଟେଷ୍ଟିଂ ଓ ଟିକାକରଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କ ଟେଷ୍ଟିଂ ଓ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ପାଇଁ…

Air India ପାଇଲଟ କରୋନା ଟିକା ନ ନେଲେ ବନ୍ଦ କରିବେ କାମ, ମ୍ୟାନେଜମେଣ୍ଟକୁ ଚିଠି ଲେଖି ଚେତାବନୀ ଦେଲା ପାଇଲଟ ୟୁନିୟନ

ଏୟାର ଇଣ୍ଡିଆ ଏୟାରବସ ପାଇଲଟ ନିଜ ମ୍ୟାନେଜମେଣ୍ଟକୁ ଚେତାବନୀ ଦେଇଛନ୍ତି କି, ଯଦି ସେମାନଙ୍କୁ ପ୍ରାଥମିକତା ଆଧାରରେ କରୋନା ଟିକା ନ ଲଗାଯାଏ, ତେବେ ସେମାନେ କାମ ବନ୍ଦ କରିଦେବେ। ପାଇଲଟମାନଙ୍କ ୟୁନିୟନ 'ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ' ମ୍ୟାନେଜମେଣ୍ଟକୁ ଏହି ଚେତାବନୀ ଦେଇଛି।…

କରୋନା ଭ୍ୟାକ୍ସିନ ନେବାକୁ ଯିବା ବେଳେ ଧ୍ୟାନରେ ରଖନ୍ତୁ ଏହି ୬ଟି ଜରୁରୀ କଥା

ଦେଶରେ କରୋନା ସ୍ଥିତି ବହୁତ ଜଟିଳ ରହିଛି। ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଛି। ଏମିତିରେ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ କୋଭିଡ ଟିକା ଲାଗେଇବାକୁ କହୁଛନ୍ତି। ଯଦି ଆପଣ ଟିକା ଲାଗେଇବାକୁ ଯାଉଛନ୍ତି, ତ କେତେକ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ। ଆଜି ଆମେ ଆପଣଙ୍କୁ ଟିକା ନେବା…

ଆଜିଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତଙ୍କ ହେବ କୋଭିଡ ଟିକାକରଣ, ଦୈନିକ ୫୦ଜଣଙ୍କୁ ଟିକା ଦେବାକୁ ବିଏମସି ପକ୍ଷରୁ…

ଭୁବନେଶ୍ବର: ଆଜିଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତଙ୍କ ହେବ କୋଭିଡ ଟିକାକରଣ । ପ୍ରତିଦିନ ଦୈନିକ ୫୦ଜଣ ସେବାୟତଙ୍କୁ ଟିକା ଦେବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରାୟ ୩ଶହ ସେବାୟତଙ୍କୁ ବିଏମସି ହସ୍ପିଟାଲରେ କୋଭିଡ ଟିକା ଦିଆଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ…