Browsing Tag

vaccination

କୋଭିଡ୍‌ ଟିକାକରଣରେ ନୂଆ ମାଇଲ୍‌ ଷ୍ଟୋନ୍‌: ବିଶ୍ୱରେ ୧ ହଜାର କୋଟି ଟପିଲା ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ବିଶ୍ୱରେ କୋଭିଡ୍‌ ଟିକାକରଣରେ ନୂଆ ମାଇଲ୍‌ ଷ୍ଟୋନ୍‌ । ୧୦ ବିଲିୟନ ଅର୍ଥାତ ୧ ହଜାର କୋଟି ଟପିଛି କୋଭିଡ୍‌ ଟିକାକରଣ । ୧୮୪ଟି ଦେଶରେ ହଜାରେ କୋଟିରୁ ଅଧିକ ଡୋଜ୍‌ ଟିକାକରଣ ହୋଇଛି। ଟିକାକରଣ ଆରମ୍ଭର ପ୍ରଥମ ୪ ମାସରେ ୧୦୦ କୋଟି ଟିକା ପ୍ରଦାନ କରାଯାଇଥିଲା। କିନ୍ତୁ…

ଅବ୍ଯବସ୍ଥା ନା ଆଉ କିଛି ? ମୃତକଙ୍କ ନାମରେ ଦ୍ୱିତୀୟ କୋଭିଡ ଟିକାକାରଣର ଆସିଛି ପ୍ରମାଣପତ୍ର

ଝାରସୁଗୁଡା(କେନ୍ଯୁଜ୍): ମୃତକଙ୍କ ନାମରେ ଦ୍ୱିତୀୟ କୋଭିଡ ଟିକାକାରଣର ଆସିଛି ପ୍ରମାଣପତ୍ର ! ତେବେ ଏହା କୋଭିଡ ଟୀକାକରଣର ଅବ୍ଯବସ୍ଥା ନା ଆଉ କିଛି ? ମୃତ୍ୟୁ ହେବାର ୭ ମାସ ବିତି ଯାଇଥିଲେ ମଧ୍ୟ ଗତ ୨୧ ତାରିଖ କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ ସଫଳତାର ସହ ନେଇଥିବାର ପ୍ରମାଣ ପତ୍ର ଜାରି…

ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା BMC, ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା BMC। ଜାନୁୟାରୀ ୨୦ ତାରିଖ ସୁଦ୍ଧା ୨୯ଲକ୍ଷ ୨ହଜାର ୩୦୯ ଡୋଜ୍‌ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୫ଲକ୍ଷ ୮ହଜାର ୮୮୪ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ୧୩ଲକ୍ଷ ୫୬ହଜାର ୪୬୫ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ୧୫ରୁ ୧୮…

ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା, ଆଜିଠୁୁ କୋ-ଓ୍ଵିନ୍‌ ଆପ୍‌ରେ ପଞ୍ଜିକରଣ

ଭୁବନେଶ୍ବର(କେନ୍ଯୁଜ୍): ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା । ଏଥିପାଇଁ ଆଜିଠୁୁ କୋ-ଓ୍ଵିନ୍‌ ଆପ୍‌ରେ ପଞ୍ଜିକରଣ କରିହେବ । ଦଶମ ଶ୍ରେଣୀର ପରିଚୟ ପତ୍ରକୁ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଏବଂ ଅନ୍ୟ ପରିଚୟ…

ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ: ୪କୋଟି ଡୋଜ ପାର୍ କଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ। ୪କୋଟି ଡୋଜ ପାର କଲା ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ସଂପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି।…

ଦେଶରେ ଶହେ କୋଟିର ମାଇଲ ଖୁଣ୍ଟ ଅତିକ୍ରମ କଲା ଭ୍ୟାକ୍ସିନେସନ: ପିଲାଙ୍କୁ ଟିକାକରଣ ନେଇ କାଲିଠାରୁ ସ୍ୱାସ୍ଥ୍ୟ…

କେନ୍ୟୁଜ୍(ବ୍ୟୁରୋ):  ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆସନ୍ତାକାଲିଠୁ ଦିଆଯିବ ତାଲିମ। ଭର୍ଚୁଆଲ୍‌ ମାଧ୍ୟମରେ କେନ୍ଦ୍ର ସରକାର ତାଲିମ ଦେବେ। ପ୍ରଥମେ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ଦିଆଯିବ । ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ନେବେ । ରାଜ୍ୟରେ ୨ରୁ ୧୮…

୯ମାସରେ ରେକର୍ଡ : ଆଜି ଦେଶରେ ୧୦୦କୋଟି ଟପିବ ଟିକାକରଣ

ନୂଆଦିଲ୍ଲୀ: ଆଜି ଦେଶରେ ୧୦୦କୋଟି ଟପିବକୁ ଯାଉଛି ଟିକାକରଣ। ଜାନୁଆରୀ ଆରମ୍ଭ ହୋଇଥିବା ଏହି କୋଭିଡ୍‌ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ। ଏହି ଅଭିଯାନ ଆରମ୍ଭ ହେବାର ୯ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦କୋଟି ଟିକାର ମାଇଲ ଖୁଣ୍ଟ ହାସଲ କରିବ। ଗତକାଲି ଅପରାହ୍ନ ସୁଦ୍ଧା ଦେଶରେ ପ୍ରାୟ…

ଆଠଗଡ଼: ଟିକା ପାଇଁ ହୋହଲ୍ଲା ସାଙ୍ଗକୁ ଟଣାଓଟରା, ଜମା ହେଉଛନ୍ତି ଶହ ଶହ ଲୋକ

ଆଠଗଡ଼(କେନ୍ଯୁଜ୍): ଟିକାକେନ୍ଦ୍ରରେ ଅଭାବନୀୟ ଦୃଶ୍ୟ। ଟିକା ପାଇଁ ଟଣାଓଟରା। ଆଠଗଡ଼ ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନାହିଁନଥିବା ଭିଡ । ସକାଳୁ ସକାଳୁ ଭିଡ ଜମାଇ ନିଜ ନିଜ ଭିତରେ ଠେଲା ପେଲା ହେଉଛନ୍ତି । ଦୈନିକ ୨ଶହ ଟିକା ଦିଆଯାଉଥିବା ବେଳେ ଜମା ହୋଇଛନ୍ତି ଶହ…

କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ: ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ !

ନୂଆଦିଲ୍ଲୀ(କେନ୍ଯୁଜ୍): ମୋଦିଙ୍କୁ ଜନ୍ମ ଦିନ ଉପହାର । କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ । ଗୋଟିଏ ଦିନରେ ୨ କୋଟିରୁ ଅଧିକ ଟିକାକରଣ । ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ କରି ମୋଦିଙ୍କୁ ଜନ୍ମ ଦିନ ଉପହାର ଦେବାକୁ ଲକ୍ଷ୍ୟ ରଖିଥିଲେ ସରକାର । ଦୈନିକ ଟିକାକରଣରେ ଚୀନ୍‌ର ରେକର୍ଡ…

‘ଡୋର ଟୁ ଡୋର’ ବୁଲି ଟୀକାକରଣ ସମ୍ଭବ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟୀକାକରଣ ଅଭିଯାନକୁ ନେଇ ସୁପ୍ରିମକୋର୍ଟ ବୁଧବାର ବଡ ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ ଘର ଘର ବୁଲି ଟିକାକରଣ କରିବା ପାଇଁ ସରକାରଙ୍କୁ ଆଦେଶ ଦେବାକୁ ମନା କରି ଦେଇଛନ୍ତି । ଅଦାଲତ କହିଛନ୍ତି, ଦେଶରେ ଘର ଘର ଯାଇ ଟିକାକରଣ କରାଯିବା ସମ୍ଭବ ନୁହେଁ ।…

ଟୀକା ପାଇଁ ରାତି ଅନିଦ୍ରା, ଗୁଜବ ଉଠିଛି ନନେଲେ ପଞ୍ଚାୟତରୁ ତାଲିକାରୁ କଟିଯିବ ନା

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଜୋର ଧରିଛି ଗୁଜବ । ଯାହାକୁ ନେଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟୀକା ନେବା ପାଇଁ ସନ୍ଧ୍ୟାରୁ ଲମ୍ବା ଲାଇନ ଲଗାଉଛନ୍ତି ଲୋକେ । ଗୁଜବ ଉଠିଛି ଯିଏ କରୋନା ଟୀକା ନନେବ ତାର ନା ପଞ୍ଚାୟତ ତାଲିକାରୁ ଉଠିଯିବ। ଆଧାର ବନ୍ଦ, ଭତ୍ତା,…

ଟିକାକରଣରେ ମାଇଲଖୁଣ୍ଟ ପାର କଲା ବିଏମସି, ୨୨ଲକ୍ଷରୁ ଅଧିକ ଡୋଜ ଦେବାରେ ରାଜ୍ୟର ପ୍ରଥମ ସହର ହେଲା ଭୁବନେଶ୍ୱର

ଭୁବନେଶ୍ୱର (କେନ୍ୟୁଜ): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ପାର କଲା ବିଏମସି । ୨୨ଲକ୍ଷରୁ ଅଧିକ ଡୋଜ ଦେବାରେ ରାଜ୍ୟର ପ୍ରଥମ ସହର ହେଲା ଭୁବନେଶ୍ୱର। ମୋଟ ୨୨ଲକ୍ଷ ୧ ହଜାର ୭୬୧ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୨ଲକ୍ଷ ୨୭ହଜାର ୫୪୨ଟି ପ୍ରଥମ ଓ ୯ଲକ୍ଷ ୭୪ ହଜାର ୨୧୯ଟି ଉଭୟ ଡୋଜ ନେଇଛନ୍ତି।…