ଲଞ୍ଚ ହେଲା ପ୍ରଥମ ଭାକ୍ସିନେସନ କ୍ଳିନିକ୍, ଘରେ ଘରେ ବୁଲି ନବଜାତଙ୍କୁ ଦେବ ଟୀକା
ନବଜାତକକୁ ଟୀକା ଦେବା ପାଇଁ ହସ୍ପିଟାଲ ଯିବା ବଦଳରେ ଯଦି କ୍ଲିନିକ୍ ନିଜେ ଆପଣଙ୍କ ଘରେ ପହଞ୍ଚିଯାଏ ତେବେ କିପରି ହେବ? ଏହା ଶୁଣିବାକୁ ଟିକିଏ ଅଜବ ଲାଗିଲେ ମଧ୍ୟ ବର୍ତ୍ତମାନ ଏହା ସତ ହେବାକୁ ଯାଉଛି। ଆଇଆଇଟି ଆଇଦ୍ରାବାଦ ପ୍ରଥମ ଥର ପାଇଁ ଏଭଳି କ୍ଲିନିକ୍ ପ୍ରସ୍ତୁତ କରିଛି, ଯାହା ଘର,…