Browsing Tag

Vaccination For Children

ଆମେରିକାରେ ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା, ଫାଇଜର ଟିକାକୁ ମିଳିଲା ମଞ୍ଜୁରୀ

ମହାମାରୀ କରୋନା ବିରୋଧରେ ଗେମ ଚେଞ୍ଜର ସାବ୍ଯସ୍ତ ହେବ ଫାଇଜର-ବାୟୋଟେକ ପ୍ରସ୍ତୁତ ଟିକା । ଛୋଟ ପିଲାଙ୍କୁ ଫାଇଜର ଟିକାର ଡୋଜ୍‌ ଦେବାକୁ ଆଜି ଅନୁମତି ଦେଇଛନ୍ତି ଆମେରିକା ସରକାର । ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ବା ଏଫଡିଏ ୫ରୁ ୧୧ ବର୍ଷର ପିଲାଙ୍କୁ ଟିକାର ଡୋଜ୍‌ ଦେବାକୁ କହିଛି ।…