Browsing Tag

vaccination in india

କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ: ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ !

ନୂଆଦିଲ୍ଲୀ(କେନ୍ଯୁଜ୍): ମୋଦିଙ୍କୁ ଜନ୍ମ ଦିନ ଉପହାର । କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ । ଗୋଟିଏ ଦିନରେ ୨ କୋଟିରୁ ଅଧିକ ଟିକାକରଣ । ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ କରି ମୋଦିଙ୍କୁ ଜନ୍ମ ଦିନ ଉପହାର ଦେବାକୁ ଲକ୍ଷ୍ୟ ରଖିଥିଲେ ସରକାର । ଦୈନିକ ଟିକାକରଣରେ ଚୀନ୍‌ର ରେକର୍ଡ…

ଭାରତର କୋଭିଡ୍‌ ଲଢ଼େଇରେ ସାମିଲ ହେଲା ପ୍ରଥମ ବିଦେଶୀ ଟିକା, ଓଡ଼ିଶାକୁ କେବେ ଆସିବା ନେଇ ବଢ଼ିଛି ଉତ୍ସୁକତା

କେନ୍ୟୁଜ୍(ବ୍ୟୁରୋ):  ଦେଶର ଟିକାକରଣରେ ସାମିଲ ହେଲା ପ୍ରଥମ ବିଦେଶୀ ଟିକା ସ୍ପୁଟନିକ୍‌ ଭି । ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡିଜ୍‌ ଲାବୋରାଟୋରୀରେ ଦିଆଗଲା ପ୍ରଥମ ଡୋଜ୍‌ । କଷ୍ଟମ୍‌ ଫାର୍ମା ସର୍ଭିସେସ୍‌ର ଗ୍ଲୋବାଲ ହେଡ୍‌ ଦୀପକ ସାପ୍ରା ରୁଷ ଟିକା ସ୍ପୁଟନିକ ଭିର ପ୍ରଥମ ଡୋଜ୍‌…