Browsing Tag

vaccination slot booking

ଭ୍ୟାକ୍ସିନ ପାଇଁ ସ୍ଲଟ୍ ବୁକିଂ କରିବା ଏବେ ହେଲା ଆହୁରି ସହଜ, କେବଳ ଏହି ନମ୍ବରରେ କରିବାକୁ ହେବ କଲ୍

ଏବେ ୧୮ ବର୍ଷରୁ ବଡ଼ ବୟସର ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି। CO-WIN ଆପ୍ ମାଧ୍ୟମରେ ୧୮-୪୪ ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍ ବୁକିଂ କରିବା ବି ଆରମ୍ଭ କରିଦେଲେଣି। ସେହିଭଳି ଆଉ କିଛି ଟିକା ନେଇ ବି ସାରିଲେଣି। ତେବେ ସ୍ମାର୍ଟଫୋନ ବ୍ୟବହାର କରୁନଥିବା ଲୋକମାନେ କିଭଳି ସ୍ଲଟ୍…