Browsing Tag

vaccination

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ, ଜୁଲାଇ ଶେଷ ସୁଦ୍ଧା ପୂରଣ ହୋଇଛି ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି । ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ୧୮ ଲକ୍ଷ ୧୪ ହଜାର ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩…

ଖୋର୍ଦ୍ଧା : ଟିକାଦାନ କେନ୍ଦ୍ର ଖୋଲୁ ଖୋଲୁ ଧସେଇ ପଶିଲେ ଶହ ଶହ ଲୋକ, ପୋଲିସ କଲା ଲାଠିଚାର୍ଜ

ଟାଙ୍ଗୀ(କେନ୍ୟୁଜ୍): ଟିକାଦାନ କେନ୍ଦ୍ରରେ ଲାଠିମାଡ଼। ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଟିକା ନେବାକୁ ଯାଇଥିବା ଲୋକଙ୍କର ଉପରେ ପୋଲିସର ଲାଠି ମାଡ଼। ଖୋର୍ଦ୍ଧା ଜିଲ୍ଲା ବାଣପୁରର କୃତିବାସ ଭବନ ଟିକାକରଣ କେନ୍ଦ୍ରରେ ପୋଲିସର ଲାଠି ଚାଳନା। ଅସମ୍ଭାଳ ଭିଡ଼ ନିୟନ୍ତ୍ରଣ ହୋଇନପାରିବା ପରେ…

ଆସନ୍ତା ୨୬ରୁ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ, ପ୍ରାଥମିକତା ଭିତ୍ତିରେ ଶିକ୍ଷକଙ୍କୁ ଟିକା ଦେବାକୁ…

ଭୁବନେଶ୍ବର(କେନ୍ଯୁଜ୍): ଟିକା ଦାନରେ ଶିକ୍ଷକଙ୍କୁ ପ୍ରାଥମିକତା। ରାଜ୍ୟରେ ଏପର୍ଯ୍ୟନ୍ତ ସବୁ ଶିକ୍ଷକଙ୍କୁ କରୋନା ଟିକା ମିଳିନି। ଆସନ୍ତା ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଆରମ୍ଭ ହେଉଥିବାରୁ ପ୍ରାଥମିକତା ଭିତ୍ତିରେ ଶିକ୍ଷକଙ୍କୁ ଟିକା ଦେବାକୁ ସ୍ୱାସ୍ଥ୍ୟ…

ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା

ଭୁବନେଶ୍ୱର(କେନ୍ଯୁଜ୍): ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ। ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ। ଗର୍ଭବତୀଙ୍କୁ ଟିକାକରଣ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଆଜି ଏ ନେଇ ଗାଇଡଲାଇନ ଜାରି…

ଆଜି ଗୋଟିଏ ଦିନରେ ରେକର୍ଡ, ଦିନକରେ ୪ ଲକ୍ଷ ଡୋଜ୍‌ ପାର କରିଛି ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ୍‌ ଟିକାକରଣରେ ରେକର୍ଟ । ଦିନକରେ ୪ ଲକ୍ଷ ଡୋଜ୍‌ ଟିକାକରଣ । ଗତ ମାସ ୨୧ ତାରିଖରେ ୩ ଲକ୍ଷ ୩୨ ହଜାର ୭୧୭ ଜଣଙ୍କୁ ଟିକାକରଣ କରାଯାଇଥିଲା । #Odisha reached a new high in #COVID19Vaccination today by vaccinating over 4 lakh…

ଆଜି ରାଜ୍ୟର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଧିମେଇଲା ଟିକାକରଣ। ଆଜି ରାଜ୍ୟର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ ସୋନପୁରରେ ବନ୍ଦ ରହିବ ଟିକାକରଣ । ସେହିଭଳି…

କେନ୍ଦ୍ରରୁ ମିଳିଲା ଗ୍ରୀନ ସିଗନାଲ୍, ଗର୍ଭବତୀ ନେଇପାରିବେ କରୋନା ଟିକା

କେନ୍ୟୁଜ୍(ବ୍ୟୁରୋ):  ଗର୍ଭବତୀ ନେଇପାରିବେ କରୋନା ଟିକା । ବିଭିନ୍ନ ପରୀକ୍ଷା ଓ ତର୍ଜମା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଅଫଲାଇନ ଓ ଅନଲାଇନ ପଞ୍ଜୀକରଣ ପଦ୍ଧତିରେ ଟିକାର ଡୋଜ୍‌ ନେଇପାରିବେ । ଗର୍ଭବତୀମାନେ ଚାହିଁଲେ କୋୱିନ ଆପରେ ପଞ୍ଜୀକରଣ କରି ସ୍ଲଟ…

ରାଜ୍ୟରେ ଧିମେଇଲା ଟିକାକରଣ, ଆଜି ୧୭ ଜିଲ୍ଲାରେ ବନ୍ଦ ରହିବ ସମସ୍ତ କେନ୍ଦ୍ର

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଧିମେଇଲା ଟିକାକରଣ। ଟିକା ଅଭାବ ପାଇଁ ବହୁ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି। ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ,କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ,…

ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଦିଆଯିବ ଟିକା, କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

ଭୁବନେଶ୍ବର(କେନ୍ଯୁଜ୍): କାଟାଗୋରୀ -Bରେ ରଖାଯାଇଥିବା ଜିଲ୍ଲା ଗୁଡ଼ିକରେ ଟ୍ରାନ୍ସମିସନ୍‌ ହେଉଛି। ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି। ସମସ୍ତେ ଯଦି ଗାଇଡ୍‌ଲାଇନ୍‌ ମାନିବେ, ନିଶ୍ଚିତ ସଂକ୍ରମଣ କମିବ। ସଂକ୍ରମଣ କମିବା ପାଇଁ ୩ଟି ପିଲାର ନିର୍ଦ୍ଧାରଣ କରିଛୁ।…

ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ । କୋଭିସିଲ୍ଡ୍‌ ଟିକାର ଅଭାବ କାରଣରୁ ବନ୍ଦ ରହିବ ଭ୍ୟାକ୍‌ସିନେସନ୍‌ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ,…

ରାଜ୍ୟରେ ପୁଣି ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ। ୧୧ ଜିଲ୍ଲାରେ ଟିକାକରଣ ବନ୍ଦ। କୋଭିସିଲ୍ଡ୍‌ ଟିକାର ଅଭାବ କାରଣରୁ ବନ୍ଦ ରହିଛି ଭ୍ୟାକ୍‌ସିନେସନ୍‌ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା କୋରାପୁଟ ଏବଂ ସୋନପୁରରେ…

କାକଟପୁର: ଟିକା ପାଇଁ ବିପଦ ସଙ୍କୁଳ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ, ସୁରକ୍ଷା ପାଇଁ ନାହିଁ ଲାଇଫ୍‌ ଜ୍ୟାକେଟ୍

କାକଟପୁର: ଟିକା ପାଇଁ ନଦୀ ପାର। ଟିକା ନେବା ପାଇଁ ବିପଦ ସଙ୍କୁଳ ଭାବେ ନଦୀ ପାରି ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ । ଏହି ପଞ୍ଚାୟତର ଚାରିପାଖକୁ ଦେବୀ ନଦୀ ଘେରି ରହିଛି । ଲୋକଙ୍କ ଯାତାୟାତର ଏକମାତ୍ର ସାହାରା ହେଉଛି ଡଙ୍ଗା…