ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ସରିବ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ବର(କେନ୍ଯୁଜ୍): ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ଦିଆଯାଇସାରିଛି। ପ୍ରଥମ ଡୋଜ୍ ୧ କୋଟି ୬୬ଲକ୍ଷ ଓ ଦ୍ୱିତୀୟ ଡୋଜ୍ ୫୩ ଲକ୍ଷ ଲୋକ ନେଇ…