Browsing Tag

vaccine center in bhubaneswar

ଭୁବନେଶ୍ୱର ଅନ୍ଧାରୁଆରେ ଚାଲିଛି ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ବର୍ଷକ ମଧ୍ୟରେ ଓଡ଼ିଶାରେ କୋଭାକ୍ସିନ୍‌ ଉତ୍ପାଦନ। ଭୁବନେଶ୍ୱର ଅନ୍ଧାରୁଆରେ ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ତ୍ୱରାନ୍ଵିତ କରିବା ସହ ୨୦୨୨ ମସିହା ଜୁନ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।…