ଟିକା ପଞ୍ଜିକରଣ ପାଇଁ ନେଇପାରିବେ ଜନସେବା କେନ୍ଦ୍ରର ସହାୟତା, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ କେନ୍ଦ୍ର ସରକାର
ଭୁବନେଶ୍ବର: ଟିକା ପଞ୍ଜିକରଣ ପାଇଁ ଯେଉଁମାନେ ଡିଜିଟାଲ ଆକ୍ସେସ୍ କରିପାରୁନାହାନ୍ତି, ସେମାନେ ସାଙ୍ଗ, ପରିବାର NGO ଓ ଜନସେବା କେନ୍ଦ୍ର ସହାୟତା ନେଇପାରିବେ । ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର।
ପୂର୍ବରୁ କୋୱିନ ଆପ୍ରେ ସହଜ ନଥିବା ଗ୍ରାମାଞ୍ଚଳର ବ୍ୟକ୍ତି ମାନେ…