କେବଳ କରୋନା ନୁହେଁ ଅନ୍ୟ ଗମ୍ଭୀର ରୋଗ ଓ ମୃତ୍ୟୁରୁ ମଧ୍ୟ ବଞ୍ଚାଉଛି ଭ୍ୟାକ୍ସିନ, ରିସର୍ଚ ଦେଲା ତଥ୍ୟ
କେନ୍ୟୁଜ୍(ବ୍ୟୁରୋ): କରୋନା ଟୀକାକରଣ କେବଳ କରୋନାରୁ ରକ୍ଷା ଦେଇନଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। କରୋନା ଟିକା ନେଇଥିବା ଲୋକଙ୍କ ଅନ୍ୟ ରୋଗରେ ମୃତ ହାର ଟିକା ନନେଇଥିବା ଲୋକଙ୍କ ଠାରୁ କମ୍ ବୋଲି ଗବେଷଣାରୁ ଜଣାପଡିଛି। ସିଡିସି ୱେବସାଇଟରେ ପ୍ରକାଶିତ ହୋଇଛି ଏହି ତଥ୍ୟ । କୋଭିଡ଼…