Browsing Tag

vaccine Sputnik V

ରୁଷ ଟିକା ସ୍ପୁଟନିକ-ଭି ନିଅ ଓ ୨୪ଦିନ ମସ୍କୋ ଭ୍ରମଣରେ ଯାଅ, ଜାଣନ୍ତୁ କିଏ ଦେଉଛି ଏପରି ଅଫର

କେନ୍ୟୁଜ୍(ବ୍ୟୁରୋ):  ଟିକା ପାଇଁ ମସ୍କୋ ଭ୍ରମଣ । ଭାରତରେ ବଢିଲା ଟୁରିଜିମ ଭାକସିନ କ୍ରେଜ। ଦିଲ୍ଲୀର ଏକ ଟ୍ରାଭେଲ ଏଜେନ୍‌ସି ଭାକ୍‌ସିନ ଟୁରିଜିମ୍‌ରେ ୨୪ଦିନ ଟୁର ପ୍ୟାକେଜ ଅଫର ଆରମ୍ଭ କରିିଛି। ଭାରତ ଓ ମସ୍କୋ ମଧ୍ୟରେ ଭାକ୍‌ସିନ ଟୁରିଜିମ୍‌ ବାବଦରେ ଜଣପିଛା ପ୍ରାୟ ଏକ ଲକ୍ଷ ୩୦ହଜାର…

ଭାରତରେ ହେବ ଋଷ ଟିକା ସ୍ପୁଟନିକ Vର ପରୀକ୍ଷଣ, ଉଭୟ ଦେଶ ମଧ୍ୟରେ ଚାଲିଛି କୂଟନୈତିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ: ଭାରତକୁ ଆସିବ ରୁଷ ଟିକା। ଏ ନେଇ ଉଭୟ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି। ଋଷରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳ ହୋଇଛି। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇ ସାରିଛି। ଯଦି ଭାରତରେ ପରୀକ୍ଷଣ ହେବ ସେଥିଲାଗି ଜରୁରୀ ଅନୁମତି ନେବାକୁ ପଡିବ। ଭାକ୍ସିନ୍‌…

ଭାରତରେ ଚଳିତ ମାସରେ ଆରମ୍ଭ ହେବ COVID-19 ଭ୍ୟାକସିନ ‘Sputnik V’ର କ୍ଲିନିକାଲ ଟ୍ରାଏଲ: ରୁଷ

ବିଶ୍ୱରେ ଅନେକ ଦେଶ କରୋନା ମହାମାରୀ ସହ ଲଢ଼ୁଛନ୍ତି। ଭାରତ ସମେତ ଅନ୍ୟ ଦେଶରେ ରୁଷର କରୋନା ଭାଇରସ ଭ୍ୟାକସିନ Sputnik Vର କ୍ଲିନିକାଲ ଟ୍ରାଏଲ ଚଳିତ ମାସରେ ଆରମ୍ଭ ହେବ। Russian Direct Investment Fund (RDIF)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କିରିଲ ଦିମିତ୍ରେବ ସୋମବାର ଏ ନେଇ…