Browsing Tag

vaccine

ଆସନ୍ତାକାଲିଠୁ ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା

ବ୍ରହ୍ମପୁର: ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା । ଆସନ୍ତାକାଲିଠାରୁ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଘରକୁ ଯାଇ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ଯେଉଁ ବୃଦ୍ଧ ବୃଦ୍ଧା ଟିକାକରଣ କେନ୍ଦ୍ରକୁ ଯାଇପାରୁ ନାହାନ୍ତି ସେମାନଙ୍କୁ ଏହା ସହାୟକ ହେବ ।ସେହିଭଳି…

Whatsapp ଏବଂ Telegram ବ୍ଯବହାର କରି ନେଇପାରିବେ ଭ୍ଯାକସିନ୍, ଜାଣନ୍ତୁ ଉପାୟ

ଦେଶରେ କରୋନା ମାମଲା ଲଗାତାର ବଢିବାରେ ଲାଗିଛି। କରୋନାକୁ ମାତ୍ ଦେବା ପାଇଁ ସାରା ଦେଶରେ ବର୍ତ୍ତମାନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ରାଜ୍ୟରେ ଭ୍ୟାକ୍ସିନ୍ ସଂକଟ ଦେଖାଦେଇଥିବାରୁ ସ୍ଲଟ ବୁକିଂ କରିବାରେ ସମସ୍ୟା ହେଉଛି। ସ୍ଲଟ ମିଳୁନଥିବାରୁ ଲୋକମାନେ ଅନେକ ବ୍ୟସ୍ତମଧ୍ୟ…

ଟିକା ପଞ୍ଜିକରଣ ପାଇଁ ନେଇପାରିବେ ଜନସେବା କେନ୍ଦ୍ରର ସହାୟତା, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଟିକା ପଞ୍ଜିକରଣ ପାଇଁ ଯେଉଁମାନେ ଡିଜିଟାଲ ଆକ୍ସେସ୍‌ କରିପାରୁନାହାନ୍ତି, ସେମାନେ ସାଙ୍ଗ, ପରିବାର NGO ଓ ଜନସେବା କେନ୍ଦ୍ର ସହାୟତା ନେଇପାରିବେ । ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ କୋୱିନ ଆପ୍‌ରେ ସହଜ ନଥିବା ଗ୍ରାମାଞ୍ଚଳର ବ୍ୟକ୍ତି ମାନେ…

ରାୟଗଡ଼ା କୁମୁଟିପେଣ୍ଠ କୋଭିଡ୍‌ ଟିକା କେନ୍ଦ୍ରରେ ଉତ୍ତେଜନା, ଟିକା ନେବା ପାଇଁ ପରସ୍ପର ଭିତରେ ଗଣ୍ଡଗୋଳ

ରାୟଗଡ଼ା: ଟିକା ନେବାକୁ ଉତ୍ତେଜନା। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁମୁଟିପେଣ୍ଠ କୋଭିଡ୍‌ ଟିକା କେନ୍ଦ୍ରରେ ଟିକା ନେବାକୁ ଉତ୍ତେଜନା। ଏହି କେନ୍ଦ୍ରକୁ ମାତ୍ର ୨୦୦ଜଣଙ୍କ ପାଇଁ ଟିକା ଆସିଥିବା ଖବର ପ୍ରଚାରିତ ହେବାପରେ ଲୋକଙ୍କ ଭିତରେ ଟିକା ନେବାପାଇଁ ଏକପ୍ରକାର ପ୍ରତିଯୋଗୀତା…

ଆଜିଠୁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ବିଏମସି ପକ୍ଷରୁ ଟିକା ବ୍ୟବସ୍ଥା, ଜମିଛି ରାଜଧାନୀବାସୀଙ୍କ ଭିଡ

ଭୁବନେଶ୍ବର: ଏସପ୍ଲାନେଡ ମଲ୍‌ରେ ଟିକାଦାନ । ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ପାଇଁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ଟିକା ବ୍ୟବସ୍ଥା କରିଛି ବିଏମସି । ଆଜିଠୁ ଟିକା ଦେବାକୁ ସ୍ଲଟ ଆବଣ୍ଟନ ହୋଇଛି  । ଆଜି ଟିକା ନେବା ପାଇଁ ମଲ୍‌ ପାଖରେ ରାଜଧାନୀବାସୀଙ୍କ ଭିଡ…

ଆଜି ଭୁବନେଶ୍ୱରରେ ପହଞ୍ଚିଲା ୧୫ ପେଟି କୋଭାକ୍ସିନ ଟିକା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ ଟିକା । ୧୫ ପେଟି କୋଭାକ୍ସିନ ଟିକା ଆଜି ବିମାନବନ୍ଦରରେ ଆସି ପହଞ୍ଚିଛି । ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ହାଇଦ୍ରାବାଦରୁ ବିମାନ ଯୋଗେ ଆସିଛି । ପୂର୍ବରୁ ଗତରାତିରେ ଆସି ପହଞ୍ଚିଥିଲା ୨ ଲକ୍ଷ କୋଭିସିଲଡ ଡୋଜ । ରାଜ୍ୟରେ ଏବେ…

ଭୁବନେଶ୍ୱର ଅନ୍ଧାରୁଆରେ ଚାଲିଛି ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ବର୍ଷକ ମଧ୍ୟରେ ଓଡ଼ିଶାରେ କୋଭାକ୍ସିନ୍‌ ଉତ୍ପାଦନ। ଭୁବନେଶ୍ୱର ଅନ୍ଧାରୁଆରେ ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ତ୍ୱରାନ୍ଵିତ କରିବା ସହ ୨୦୨୨ ମସିହା ଜୁନ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।…

କରୋନାକୁ ମାତ୍‌ ଦେବାକୁ ଆସୁଛି ରୁଷିଆର ଆଉ ଏକ ସିଙ୍ଗିଲ୍‌ ଡୋଜ୍‌ ଟିକା ‘ସ୍ପୁଟନିକ୍‌ ଲାଇଟ୍‌…

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଆସୁଛି ରୁଷିଆର ଆଉ ଏକ ସିଙ୍ଗିଲ୍‌ ଡୋଜ୍‌ ଟିକା । ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକ୍ସିନ୍‌ । ଏହି ଟିକା ଗୋଟିଏ ଡୋଜ୍‌ ନେବାକୁ ହେବ। ଦୁଇଟି ଡୋଜ୍‌ ନିଆଯାଉଥିବା ଅନେକ ଟିକା ଠାରୁ ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକ୍ସିନ୍‌ ଅଧିକ ପ୍ରଭାବୀ ବୋଲି କମ୍ପାନୀ ପକ୍ଷରୁ…

ବ୍ରିଟେନରେ ୨୫୦୦ କୋଟି ନିବେଶ କରିବ ସିରମ ଇନଷ୍ଟିଚ୍ୟୁଟ, ପ୍ରସ୍ତୁତ କରିବ ଭ୍ୟାକ୍ସିନ

ଭାରତ ଓ ବ୍ରିଟେନ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ୧ ବିଲିୟନ ପାଉଣ୍ଡ ନିବେଶ କରାଯିବା ସମ୍ବନ୍ଧରେ ଘୋଷଣା କରିଛନ୍ତି, ଯେଉଁଥିରେ ବ୍ରିଟେନରେ ୬୫୦୦ ଲୋକଙ୍କ ପାଇଁ ଚାକିରିର ଅବସର ସୃଷ୍ଟି ହେବ।…

ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ, ଦ୍ୱିତୀୟ ଡୋଜ୍‌ ନେବାକୁ ଅନାଇ ବସିଛନ୍ତି ୯ଲକ୍ଷ ଲୋକ

ଭୁବନେଶ୍ବର: ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ। ଟିକା ଅଭାବକୁ ନେଇ ଉପକୂଳରୁ ଉପାନ୍ତ ଯାଏଁ ବଢିବାରେ ଲାଗିଛି ଅସନ୍ତୋଷ। ଦ୍ୱିତୀୟ ଡୋଜ୍‌କୁ ନେଇ ୯ଲକ୍ଷ ଲୋକ ଅନାଇ ବସିଛନ୍ତି। ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ଠିକ୍‌ ସମୟରେ ପହଞ୍ଚୁ ନଥିବାରୁ ରାଜ୍ୟରେ ଟିକାକରଣ…

ଗୋଟିଏ ଡୋଜ୍‌ କୋଭାକ୍ସିନ୍‌ ଓ ଗୋଟିଏ ଡୋଜ୍‌ କୋଭାସିଲ୍ଡ୍‌ ନେଇ ହେବ କି ? ଜାଣନ୍ତୁ କ’ଣ କହୁଛନ୍ତି ଗବେଷକ

ନୂଆଦିଲ୍ଲୀ :  କରୋନାକୁ ନେଇ ପ୍ରତିଦିନ ନୂଆ ତଥ୍ୟମାନ ପ୍ରକାଶ ପାଇବାରେ ଲାଗିଛି । ସମସ୍ତଙ୍କ ମନରେ କରୋନା ଟିକାକୁ ନେଇ ଭରି ରହିଛି ଅନେକ ପ୍ରଶ୍ନ । ଏହି ଭିତରେ ଜାରି ରହିଛି କରୋନା ପାଇଁ ଟିକାକରଣ ପ୍ରକ୍ରିୟା । କେଉଁଠି ପ୍ରଥମ ଡୋଜ କୋଭାସିଲ୍ଡ ଟିକା ଦିଆଯାଉଥିବାବେଳେ କେଉଁଠି ପ୍ରଥମ ଡୋଜ…

ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ବଦଳିଲା ଟିକାକରଣ ସମୟ, ଜାଣନ୍ତୁ ଠିକ୍ ସମୟ

ଭୁବନେଶ୍ବର: ବଦଳିଲା ଟିକାକରଣ ସମୟ । ଏବେଠୁ ସୋମବାରରୁ ଶୁକ୍ରବାର ଦିଆଯିବ ଟିକା । ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ଟିକାକରଣ ସମୟ ପରିବର୍ତ୍ତନ ହୋଇଛି । ସରକାରୀ ଛୁଟି ଦିନଗୁଡିକରେ ମଧ୍ୟ ଟିକା ଦିଆଯିବ । ସଟଡାଉନ ସମୟରେ ଟିକାକରଣ କେନ୍ଦ୍ର ଗୁଡିକ ସାନିଟାଇଜ…