ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା, ୧୦୦ କୋଟି ଡୋଜ୍ ପାଇଁ ଦେଲେ ଆଡଭାନ୍ସ ଅର୍ଡର
ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଚଳିତ ମାସରେ ୧୦୦ କୋଟି ଭ୍ୟାକ୍ସିନ ଡୋଜ୍ ପାଇଁ ଅର୍ଡର ଦିଆଯାଇଛି। ଦେଶରେ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ। ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।…