Browsing Tag

VADAPAV SELLER CONTRIBUTES

ଗୋଟିଏ ଦିନର ରୋଜଗାର ସହିଦ ପରିବାରଙ୍କୁ ଦାନ କଲେ ବଡ଼ାପାଓ ଦୋକାନି

ପୁଲଓ୍ଵାମା ରେ ସହିଦ ହୋଇଥିବା ପରିବାରଙ୍କ ପାଇଁ ଦେଶ ବ୍ୟାପି ଛୁଟୁଛି ଅନୁକମ୍ପାର ସୁଅ । କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ଓ ଅଭିନେତା ପର୍ଯ୍ୟନ୍ତ ନିଜ କ୍ଷମତା ଅନୁସାରେ ସହିଦ ପରିବାରଙ୍କୁ ସହାୟତା ଦେବାରେ ଲାଗି ପଡ଼ିଛନ୍ତି । କିନ୍ତୁ ମୁମ୍ବାଇର ଜଣେବଡାପାଓ ଦୋକାନି…