Browsing Tag

vahan database

ବାହନ ଡାଟାବେସରେ ମୋବାଇଲ ନମ୍ବର ପଞ୍ଜିକୃତ କରିବା ବାଧ୍ୟତାମୂଳକ, ଆସନ୍ତା ଏପ୍ରିଲରୁ ହେବ ଲାଗୁ

ଆଉ ଚଳିବନି ଗାଡି ମାଲିକଙ୍କ ମନମାନି। ଏବେ ଗାଡି କିଣିଲେ ବାହାନ ଡାଟାବେସରେ ପଞ୍ଜିକୃତ ହେବ ଆପଣଙ୍କ ମୋବାଇଲ ନମ୍ବର। ଗାଡି ସହିତ ଜଡିତ ସମସ୍ତ ସେବାର ଲାଭ ଉଠାଇବା ପାଇଁ ଏପରି କରିବା ଜରୁରୀ ଅଟେ। ପରିବହନ ମନ୍ତ୍ରଣାଳୟ ତରଫରୁ ଏକ ନୋଟିଫିକେସନ ଜାରି ହୋଇଛି। ଯେଉଁଥିରେ ଆପଣଙ୍କ ଗାଡି କିଣିଲା…