ଭାଙ୍ଗିଗଲା ବୈକୁଣ୍ଠଧାମ, ସାତ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣ ମାଟିରେ ମିଶିଛି
ଭୁବନେଶ୍ୱର : ମାଟିରେ ମିଶିଛି ବୈକୁଣ୍ଠଧାମ। କୁନି କଲ୍କି ପାଦରେ ତୁଳସୀ ରଖି ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଆଶ୍ରମର ଏଭଳି ଅନ୍ତ ଘଟିଛି । ଆଶ୍ରମରେ କେଳେଙ୍କାରି ବିବାଦ ପଦାକୁ ଆସିବା ପରେ ପୂର୍ବରୁ ବିଡିଏ ସରକାରୀ ଜମିରେ ଥିବା ଏହି ଆଶ୍ରମକୁ ଭାଙ୍ଗିବାକୁ ନୋଟିସ କରିଥିଲା । କିନ୍ତୁ…