ଓଟକୁ ଲେମ୍ବୁ ଖାଇବାକୁ ଦେବାପରେ ବଦଳିଗଲା ଓଟର ଚେହେରା, ଭିଡିଓ ଭାଇରାଲ
ଓଟକୁ ମରୁଭୁମିର ଯାହାଜ କୁହାଯାଇଥାଏ । ଏହି ଜୀବ ବିନା ପାଣିରେ ବହୁତ ଦିନ ପର୍ଯନ୍ତ ବଞ୍ଚି ରହିଥାଏ । ଏହି ଜୀବ ନିଜର ଲମ୍ବା ଯାତ୍ରାରେ କ୍ୟାକ୍ଟସ ଭଳି ଗଛକୁ ନିଜର ଖାଦ୍ୟ ରୁପେ ଗ୍ରହଣ କରିଥାଏ । ଯାହାକୁ ଖାଇ ନିଜର ଭୋକ ମେଣ୍ଟାଇଥାଏ । ଏହାରି ଭିତରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏକ…