ଆସନ୍ତା ମେ ୬’ରୁ ୧୭ତମ କଟକ ବୈଶାଖୀ ବାଣିଜ୍ୟ ମେଳା ଆରମ୍ଭ, କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ହେବ ପାଳନ
କଟକ(କେନ୍ୟୁଜ୍): ଦୁଇ ବର୍ଷ ପରେ ପୁଣି କଟକକୁ ଫେରିବ ମେଳା । ଆସନ୍ତା ମେ ମାସ ୬ ରୁ ଆରମ୍ଭ ହେବ ୧୭ତମ କଟକ ବୈଶାଖୀ ବାଣିଜ୍ୟ ମେଳା । ୬ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ହେଉଥିବା ଏହି ମେଳାରେ ଚଳିତ ବର୍ଷ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳରୁ…