Browsing Tag

vaishno devi

ତୀର୍ଥଯାତ୍ରୀ ହେଲା ମହାଯାତ୍ରା: ଜଳିଗଲା ବସ୍‌, ୪ ଯାତ୍ରୀ ଜୀବନ୍ତ ଦଗ୍ଧ

କେନ୍ୟୁଜ୍(ବ୍ୟୁରୋ):  ଜଳିଗଲା ତୀର୍ଥଯାତ୍ରୀ ବସ୍‌ । ୪ ଯାତ୍ରୀ ଜୀବନ୍ତ ଦଗ୍ଧ। ୨୦ ରୁ ଅଧିକ ଆହତ । ବୈଷ୍ଣୋ ଦେବୀ ଯିବା ବେଳେ ଜମ୍ମୁ ନିକଟ କାତ୍ରାରେ ଘଟିଛି ଅଘଟଣ। ବୈଷ୍ଣୋ ଦେବୀ ଯାତ୍ରୀଙ୍କୁ କାତ୍ରାରୁ ଜମ୍ମୁ ନେବା ବେଳେ ହଠାତ୍‌ ବସ୍‌ଟି ହୁହୁ ହୋଇ ଜଳିଥିଲା । ବୈଷ୍ଣୋ ଦେବୀ ଯାତ୍ରା…

କାହିଁକି ଗୁମ୍ଫା ଭିତରେ ପୂଜା ପାଉଛନ୍ତି ମା’ ବୈଷ୍ଣୋ ଦେବୀ, ଜାଣନ୍ତୁ କ’ଣ କହେ କିମ୍ବଦନ୍ତୀ

ଭାରତର ବିଶ୍ଵ ପ୍ରସିଦ୍ଧ ଏବଂ ସବୁଠୁ ପବିତ୍ର ସ୍ଥଳୀ ବୈଷ୍ଣୋ ଦେବୀ ମନ୍ଦିର । ଜାମ୍ମୁକାଶ୍ମୀର ରାଜ୍ୟର ତ୍ରିକୁଟା ପର୍ବତ ଉପରେ ଅବସ୍ଥିତ । ମାତା ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର ପାହାଡ଼ର ଏକ ଗୁମ୍ଫା ଭିତରେ ଅବସ୍ଥିତ । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ କରନ୍ତି ।…

ବୈଷ୍ଣୋ ଦେବୀ ଯାଉଥିବା ଶ୍ରଦ୍ଧାଳୁ ଧ୍ୟାନ ରଖନ୍ତୁ, ଯଦି ନ ଥିବ ୭୨ ଘଣ୍ଟାର କୋଭିଡ୍‌ ରିପୋର୍ଟ, କରି ପାରିବେ ନାହିଁ…

ଜମ୍ମୁ-କାଶ୍ମୀର ପ୍ରଶାସନ କୋଭିଡ୍‌-୧୯ ମହାମାରୀକୁ ନଜରରେ ରଖି ବୈଷ୍ଣୋ ଦେବୀ ମନ୍ଦିରରେ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରିଛି। ଏମିତିରେ ଯଦି ଆପଣ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯୋଜନା କରୁଛନ୍ତି କି ଯିବାର ଅଛି, ତା’ହେଲେ ଏହି କଟକଣାଗୁଡ଼ିକ…

ଭକ୍ତଙ୍କ ପାଇଁ ଖୋଲିଲା ବୈଷ୍ଣୋଦେବୀଙ୍କ ମନ୍ଦିର, ବଦଳିଲା ଯାତ୍ରା ନିୟମ

ଦୀର୍ଘ ୫ ମାସ ଯାଏଁ ବନ୍ଦ ରହିବା ପରେ ଖୋଲିଛି ମା’ ବୈଷ୍ଣୋଦେବୀଙ୍କ ମନ୍ଦିର। ଆଜିଠୁ ଆରମ୍ଭ ହୋଇଛି ମା’ଙ୍କ ଯାତ୍ରା। ଏନେଇ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଯେ ଦୈନିକ ୨୦୦୦ ଭକ୍ତ ମା’ଙ୍କ ଦର୍ଶନ କରିପାରିବେ। ସେମାନଙ୍କ ମଧ୍ୟରୁ ୧୯୦୦ ଜମ୍ମୁ-କଶ୍ମୀରର ଓ ବାକି ୧୦୦ ଜଣ ବାହାର…

ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, IRCTC ପକ୍ଷରୁ ଏହି ଖାସ୍ ଟୁର…

ନୂଆଦିଲ୍ଲୀ:ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆଇଆରସିଟିସି(IRCTC) ପକ୍ଷରୁ ଏକ ଖାସ୍ ଟୁର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି । ଏହି ଟୁର୍ ପ୍ୟାକେଜକୁ ମାତା ବୈଷ୍ଣବୀ ଦେବୀ ନାମରେ ହିଁ ନାମିତ କରାଯାଇଛି । ଆଇଆରସିଟିସି ଏହି ଯୋଜନା…