ଦୁନିଆର ପ୍ରଥମ ମହିଳା ବ୍ୟକ୍ତିଗତ ଅଙ୍ଗ ସଂଗ୍ରହାଳୟ! ନଭେମ୍ବରରେ ହେବ ଉଦ୍ଘାଟନ, ଜାଣନ୍ତୁ ରୋଚକ ତଥ୍ୟ
ଲଣ୍ଡନରେ ଏକ ବିଚିତ୍ର ମ୍ୟୁଜିୟମ୍ ଖୋଲିବାକୁ ଯାଉଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଦୁନିଆର ଏହି ପ୍ରଥମ ମହିଳା ପ୍ରାଇଭେଟ୍ ପାର୍ଟସ୍ ମ୍ୟୁଜିୟମ୍ର ନାଁ ହେଉଛି ‘ଭଜାଇନା ମ୍ୟୁଜିୟମ୍’। ଏହା ଆସନ୍ତା ନଭେମ୍ବର ୧୬ରେ ଉଦ୍ଘାଟନ ହେବ। ଏହାର ପ୍ରତିଷ୍ଠାତା…