କେବେଠାରୁ ଓ କାହିଁକି ଆଦୃତ ହେଲା ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସକୁ ପାଳନ କରିବାର ଚିନ୍ତାଧାରା, ଜାଣନ୍ତୁ ଏହି ଦିନର…
ପ୍ରତିବର୍ଷ ୧୪ ଫେବୃୟାରୀ ଦିନକୁ ଆଜିକାଲିର ଯୁବପିଢ଼ୀ ଭାଲେଣ୍ଟାଇନ ଡ଼େ ରୂପେ ପାଳନ କରୁଛନ୍ତି । ଭାଲେଣ୍ଟାଇନ ଡ଼େ ଦିନ କାର୍ଡ଼, କ୍ୟାଣ୍ଡି, ଅନେକ ପ୍ରକାର ଉପହାର ଏବଂ ଫୁଲ ଆଦି ଆଦାନ ପ୍ରଦାନ କରିଥାନ୍ତି ପ୍ରେମୀଯୁଗଳ । କାରଣ ଏହାକୁ ପ୍ରେମ ଓ ଭଲପାଇବାର ଦିନ ବୋଲି କୁହାଯାଏ । ଆଜି ପ୍ରେମୀ…