ପ୍ରେମ କରିବ ତ ଏମିତି! ୯୦ ବର୍ଷରେ ବି କମ୍ ହୋଇନି ଭଲ ପାଇବା, ୩୨ ବର୍ଷ ହେଲାଣି ସ୍ତ୍ରୀଙ୍କ ଅସ୍ଥି କଳସକୁ ରଖି କଥା…
ଭାଲେଣ୍ଟାଇନ୍ ଡେ’କୁ ଯୁବପିଢ଼ିମାନେ ବେଶ୍ ଉତ୍ସାହର ସହ ନିଜ ସାଥୀ ସହ ପାଳନ କରିଛନ୍ତି। କିଏ ସାଥୀକୁ ମନ କଥା କହିଛି ତ ଆଉ କିଏ ସାତ ଜନ୍ମ ଯାଏଁ ସାଥ୍ ରହିବାକୁ କଥା ଦେଇଛି। ତେବେ କେବଳ ଯୁବପିଢ଼ି ନୁହେଁ, ବରିଷ୍ଠ ନାଗରିକ ମଧ୍ୟ ଏହି ଦିନରେ ନିଜ ସାଥୀଙ୍କ ସହ ମନ କଥା ସେୟାର କରିଛନ୍ତି।…