Browsing Tag

valentines day

ଏକାଠି ଭାଲେଣ୍ଟାଇନ୍‌ ଡେ’ ପାଳିଲେ ପ୍ରିୟଙ୍କା-ନିକ୍‌, ରୋମାଣ୍ଟିକ୍‌ ଅନ୍ଦାଜରେ କଲେ ଜବରଦସ୍ତ ଡ୍ୟାନ୍ସ; ଦେଖନ୍ତୁ…

ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍‌ ଜୋନସ୍‌ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଯେକୌଣସି ଉତ୍ସବ ହେଉ ବା ସ୍ପେଶାଲ ଡେ’ ସେମାନେ କିଛି ନା କିଛି ପୋଷ୍ଟ କରିଥାନ୍ତି। ଏଭଳି ସ୍ଥିତିରେ ଭାଲେଣ୍ଟାଇନ୍‌ ଡେ’ରେ ବା ସେମାନେ କେମିତି ଚୁପ୍‌ ରହିଥାନ୍ତେ!…

ଆଜି ଭାଲେଣ୍ଟାଇନ୍ ଡେ, ନିଜର ସାଥୀକୁ ବିଭିନ୍ନ ଗିଫ୍‌ଟ ଦେଇ ପ୍ରେମ ଦିବସ ପାଳନ କରୁଛନ୍ତି ପ୍ରେମୀ ଯୁଗଳ

ଭୁବନେଶ୍ବର:ଆଜି ଭାଲେଣ୍ଟାଇନ୍ ଡେ ବା ପ୍ରେମ ପାଇଁ ଦିନଟିଏ । ଆଜିର ଦିନକୁ ପାଳନ କରିବା ପାଇଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ୍ ଉତ୍ସାହ । କିଏ କେଉଁ ପ୍ରକାରେ ଆଜିର ଦିନକୁ ପାଳନ କରିବ ସେଥିପାଇଁ ପ୍ରସ୍ତୁତି କରିଛି । ନିଜର ସାଥୀକୁ ବିଭିନ୍ନ ଗିଫ୍‌ଟ ଦେଇ ପ୍ରେମ ଦିବସ ପାଳନ କରୁଛି ତ ଆଉ…

ପ୍ରେମର ସପ୍ତାହରେ ଆଜି ହେଉଛି ପ୍ରଥମ ଦିନ, ଗୋଲାପ ଦିବସରେ କାହାକୁ ଦେବେ କେଉଁ ଫୁଲ ଜାଣନ୍ତୁ

ଫେବୃଆରୀକୁ ପ୍ରେମର ସପ୍ତାହ କୁହାଯାଏ। ଗୋଲାପ ଦିନରୁ ହିଁ ଆରମ୍ଭ ହୋଇଥାଏ ପ୍ରେମ ସପ୍ତାହ। ଏହି ମାସ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ । ପ୍ରେମିକା, ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ । ଏମିତି ଦେଖିବାକୁ ଗଲେ ଭାଲେଣ୍ଟାଇନ୍ସ…

ଗାର୍ଲଫ୍ରେଣ୍ଡ ପାଇବା ପାଇଁ ଏଠାରେ ଛାତ୍ରମାନେ କରନ୍ତି ‘ଭର୍ଜିନିଟି ଟ୍ରି’ର ପୂଜା, ନିଆଯାଏ ଦମଦମୀ ମାଇଙ୍କ ଆଳତି

ଦିଲ୍ଲୀ ୟୁନିଭର୍ସିଟିର ହିନ୍ଦୁ କଲେଜରେ ରହିଛି ଏକ କଇଁଆ ଗଛ, ଯାହାକୁ ଏଠାକାର ଛାତ୍ରମାନେ ‘ଭର୍ଜିନ୍‌ ଟ୍ରି’ କୁହନ୍ତି। ଲଭର୍ସ ପଏଣ୍ଟ ପାଇଁ ଜଣାଶୁଣା ଏହି ଗଛକୁ ଭାଲେଣ୍ଟାଇନ୍‌ ଡେ’ ଦିନ ଖାସ୍‌ ପୂଜା କରାଯାଇଥାଏ। କେମିତି କରାଯାଏ ଗଛର ପୂଜା ଭାଲେଣ୍ଟାଇନ୍‌ ଡେ’ରେ ଏହି ଗଛକୁ ପାଣିରେ…

Valentine’s Day ତ ପାଳନ କରୁଛନ୍ତି, ହେଲେ ଜାଣିଛନ୍ତି କି ଏହା ପଛର ଇତିହାସ !!

Valentines Day କୁ ପ୍ରାୟ ସବୁ ପ୍ରେମୀ ଯୁଗଳ ଅପେକ୍ଷା କରିଥାନ୍ତି। ଏହାକୁ ଦୁନିଆର ସବୁ ପ୍ରେମୀ ମାନେ ସେଲିବ୍ରେଟ କରିଥାନ୍ତି। କିନ୍ତୁ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କାହିଁକି ସବୁ ବର୍ଷ କେବଳ ୧୪ ଫେବୃଆରୀରେ ଏହା ପଡିଥାଏ। ୧୪ ଫେବୃଆରୀ ସେଣ୍ଟ ଭାଲେଣ୍ଟାଇନ୍ସ ଡେ,…