Browsing Tag

value for money

ଜିଓର ୬୬୬ ଟଙ୍କା ପ୍ଳାନର ଫାଇଦା ପାଆନ୍ତୁ ମାତ୍ର ୧୫୦ ଟଙ୍କାରେ, ଏପରି ଉଠାଇପାରିବେ ଲାଭ

ଜିଓର ପ୍ଲାନରେ ଏବେ ଧମାକାଦାର ଡିସକାଉଣ୍ଟ ମିଳୁଛି। ୟୁଜର୍ସଙ୍କୁ ଖୁସି କରିବା ପାଇଁ ଏବେ କମ୍ପାନୀ ଦେଉଛି ବଢ଼ିଆ ଅଫର। ଯେଉଁଥିରେ ମିଳିବ ଭାରି ଡିସକାଉଣ୍ଟ। ଦେଶର ବିଭିନ୍ନ ଟେଲିକମ କମ୍ପାନୀମାନେ ନିଜ ପ୍ଳାନ୍ସର ରେଟକୁ ବଢ଼ାଇ ଦେଇଛନ୍ତି । ଏହାବାଦ ବି Jio ଦ୍ଵିତୀୟ ପ୍ରାଇଭେଟଟେଲିକମ…