ମଇଁଷି ସହ ବନ୍ଦେ ଭାରତ ଟ୍ରେନ୍ ଧକ୍କା ଘଟଣା, ମାଲିକ ନାଁରେ ଏଫ୍ଆଇଆର
ଅହମଦାବାଦ : ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣା ପରେ ମଇଁଷି ମାଲିକଙ୍କ ନାଁରେ ଏତଲା । ମୁମ୍ବାଇ ଓ ଗାନ୍ଧୀନଗର ମଧ୍ୟ ଆରମ୍ଭ ହୋଇଥିବା ବନ୍ଦେ ଭାରତ ରେଳ ସେବାକୁ ଖୁବ୍ ସ୍ୱାଗତ କରାଯାଇଥିବା ବେଳେ ଗତକାଲି ସକାଳେ ଅହମଦାବାଦ ଠାରେ ରେଳ ଧାରଣା ଉପରକୁ ଅଚାନକ ଚାଲି ଆସିଥିବା ଦଳେ ମଇଁଷିଙ୍କ ସହ…