Browsing Tag

vande bharat express

ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ପୁରୀ(କେନ୍ୟୁଜ୍‌): ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ୨୪ରେ ଉଦଘାଟନ ପୂର୍ବରୁ ପୁରୀ-ରାଉରକେଲା ମଧ୍ୟରେ ଏହି ଟ୍ରାଏଲ ରନ୍ ହୋଇଛି। ସକାଳ ୫ଟାରୁ ପୁରୀରୁ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ଅପରାହ୍ନ ୨ଟା ୧୦ରେ ରାଉରକେଲାରୁ ବାହାରି ରାତି ୯ଟା ୪୦ରେ…

ବନ୍ଦେ ଭାରତ ଏକ୍ସପ୍ରେସରେ ରୁଟିରୁ ମିଳିଲା ଅସରପା, ସର୍ଭିସ ପ୍ରୋଭାଇଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା IRCTC

ଭୋପାଳ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ପରଷା ଯାଇଥିବା ରୁଟିରୁ ବାହାରିଲା ଅସରପା । ରୁଟିର ଅସରପା ବାହାରିବା ପରେ ଆଇଆରସିଟିସି ସର୍ଭିସ ପ୍ରୋଭାଇଡ କରୁଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଜଣେ ଯାତ୍ରୀଙ୍କ ରୁଟିରୁ ଅସରପା ବାହାରିବା ନେଇ ଆଇଆରସିଟିସିକୁ ଟ୍ଵିଟ…

ପରିସ୍ରା ଲାଗିବାରୁ ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ିଗଲେ ବ୍ୟକ୍ତି, ଭୋପାଳରୁ ପହଞ୍ଚିଲେ ଉଜ୍ଜୈନ; ତଣ୍ଡ ଗଣିଲେ ୬୦୦୦

ମଧ୍ୟ ପ୍ରଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଜଣେ ବ୍ୟକ୍ତି ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ି ୬୦୦୦ ଟଙ୍କା ତଣ୍ଡ ଗଣିଛନ୍ତି। ସୂଚନା ମୁତାବକ, ଭୋପାଳ ଷ୍ଟେସନରେ ଦକ୍ଷିଣ ଏକ୍ସପ୍ରେସ ଟ୍ରେନକୁ ବ୍ୟକ୍ତି ସପରିବାର ଅପେକ୍ଷା କରିଥିଲେ। ଏହି ଟ୍ରେନରେ ତାଙ୍କୁ ହାଇଦ୍ରାବାଦ ସିଙ୍ଗରୌଲି…

ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନରେ ନିଆଁ, ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ସୂଚନା

ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନରେ ନିଆଁ ଲାଗିଛି । ଟ୍ରେନର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ଜଣେ ରେଳ ଅଧିକାରୀ ସୂଚନା ଦେଇଛନ୍ତି । ସୋମବାର ଦିନ ସକାଳ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ଏକ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଛି । ଏହି…

କାଳବୈଶାଖୀ ଯୋଗୁଁ ବାଟରେ ଅଟକିଲା ବନ୍ଦେ ଭାରତ ଟ୍ରେନ୍‌, ପବନରେ ଗଛ ଡାଳ ଭାଙ୍ଗି କାଚ ଫାଟିଲା

ଭଦ୍ରକ (କେନ୍ୟୁଜ୍‌) : କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଆଜି ଅପରାହ୍ନରେ ପୁରୀରୁ ହାଓଡ଼ା ବାହାରିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଭଦ୍ରକ ଓ ଯାଜପୁର ସୀମା ବୈତରଣୀ ରୋଡ୍‌ ବୈତରଣୀ ନଦୀ ପୋଲ ନିକଟରେ ଅଟକି ରହିଛି । ବିଜୁଳି ବିଭ୍ରାଟ ଯୋଗୁଁ ଟ୍ରେନ୍‌…

ପୁରୀରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ଧନ୍ୟବାଦ

ପୁରୀ (କେନ୍ୟୁଜ): ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ ସହ ଅନ୍ୟ କେତେକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି…

ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଉପସ୍ଥିତ ରହିବେ ରାଜ୍ୟପାଳ ଓ…

ପୁରୀ (କେନ୍ୟୁଜ): ଆଜିଠୁ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାଓ୍ଵଡା ଭିତରେ ଚଳାଚଳ କରିବ ଏହି ଦ୍ରୁତଗାମୀ ଟ୍ରେନ୍‌ । ପୁରୀ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଯୋଡ଼ିହେବେ ।…

୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ, ସପ୍ତାହରେ ୬ ଦିନ ଚାଲିବ

ସପ୍ତାହରେ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ। ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ପୁରୀ ରେଳଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ…

୧୮ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ ! ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା

ପୁରୀ (କେନ୍ୟୁଜ): ୧୮ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୮ ତାରିଖ ମଧ୍ୟାହ୍ନରେ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର ଲୋକାର୍ପଣ ୧୫ ତାରିଖରେ ହେବାର ଥିଲା । ପରେ ଏହାକୁ…

ସହଜ ହେବ ଜଗା ଦର୍ଶନ, ଆସନ୍ତା ୧୫ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ

ପୁରୀ (କେନ୍ୟୁଜ): ଆସନ୍ତା ୧୫ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଟ୍ରାଏଲ ରନ ସଫଳତାର ସହ ଶେଷ ହେବା ପରେ ଏବେ ନିୟମିତ ଭାବେ ଏକ୍ସପ୍ରେସ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ…

ମେ’ରୁ ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ! ଆଜି ହେବ ପ୍ରଥମ ଟ୍ରାଏଲ ରନ୍‌

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ମେ ମାସରୁ ଓଡ଼ିଶାରୁ ଗଡ଼ିପାରେ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଏହାର ପ୍ରଥମ ଟ୍ରାଏଲ ରନ୍‌। ହାୱାଡାରୁ ପୁରୀ ଆସୁଛି ବନ୍ଦେ ଭାରତ। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ ବାଲେଶ୍ୱରରେ କିଛି ସମୟ ପରେ ପହଞ୍ଚିବ। କଟକରେ ଦିନ ୧୧ଟା,…

ବନ୍ଦେ ଭାରତ ଟ୍ରେନ୍‌ରେ ଅତି ନିମ୍ନମାନର ଖାଦ୍ୟ! ଚିପୁଡ଼ିବାରୁ ଥପ୍‌ ଥପ୍‌ ହୋଇ ପଡ଼ୁଛି ତେଲ…ଦେଖନ୍ତୁ ଭାଇରାଲ ଭିଡିଓ

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପରସାଯାଉଛି ଅତି ନିମ୍ନମାନର ଖାଦ୍ୟ। ଏହି ଟ୍ରେନ୍‌ରେ ଉପଲବ୍ଧ ହେଉଥିବା ଖାଦ୍ୟର ଗୁଣବତ୍ତାକୁ ନେଇ ଏବେ ନାନା ପ୍ରଶ୍ନ। ଭାଇଜାଗ୍‌ରୁ ହାଇଦ୍ରାବାଦ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଜଣେ ଯାତ୍ରୀ ଆଣିଛନ୍ତି ଏଭଳି ଅଭିଯୋଗ। ଯାତ୍ରୀ…