Browsing Tag

vande bharat mission

୩୦ରେ ବୁହାନକୁ ବିମାନ ପଠାଇବ ଭାରତ, କରୋନା ପରେ ୬ଷ୍ଠ ଥର ପାଇଁ ଏୟାର ଇଣ୍ଡିଆ ଯିବ ଚୀନ୍‌

ଯେଉଁ ଚୀନ୍‌ର ବୁହାନ ସହରରୁ ପ୍ରଥମ ଥର ପାଇଁ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ଏୟାର ଇଣ୍ଡିଆ ଅକ୍ଟୋବର ୩୦ରେ ସେଠାରୁ ନିଜ ଉଡ଼ାଣ ଭରିବାକୁ ଯାଉଛି। ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଦୂତାବାସ ତରଫରୁ କୁହାଯାଇଛି ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏକ…

ବଢିବ ବନ୍ଦେ ଭାରତ ମିଶନର କଳେବର, ମେ ୧୫ ତାରିଖରୁ ଆରମ୍ଭ ହେବ ଫେଜ୍‌ ୨

ବଢିବ ବନ୍ଦେ ଭାରତ ମିଶନର କଳେବର। ଆଗକୁ କାଜକସ୍ତାନ, ଉଜବେକିସ୍ତାନ, ରୁଷିଆ, ଜର୍ମାନୀ, ସ୍ପେନ୍‌, ଥାଇଲାଣ୍ଡରେ ଫସିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ। ମେ ୧୫ ତାରିଖରୁ ବନ୍ଦେ ଭାରତ ମିଶନର ଫେଜ୍‌ ୨ ଆରମ୍ଭ ହେବା ନେଇ ସୂଚନା ମିଳିଛି। ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମିଶନ ଜାରି…

ବନ୍ଦେ ଭାରତ ମିଶନରେ ଘର ବାହୁଡା ହେଲେ ୧୮୧ ଯାତ୍ରୀ

ବନ୍ଦେ ଭାରତ ମିଶନର ପ୍ରଥମ ପର୍ଯ୍ୟାୟରେ ଫେରିଲେ ଭାରତୀୟ। ପ୍ରଥମ ବିମାନ କେରଳର କାଲିକଟରେ ଅବତରଣ କରିଛି। ଦୁବାଇରୁ ଭାରତୀୟଙ୍କୁ ଆଣି କାଲିକଟରେ ପହଞ୍ଚିଛି ପ୍ରଥମ ବିମାନ। ଗତକାଲି ବିଳମ୍ବିତ ରାତିରେ ଦୁବାଇରୁ ୧୮୧ ଜଣ ଭାରତୀୟ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ନବଜାତ ରହିଛନ୍ତି। ବନ୍ଦେ…

ମିଶନ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’: ଆଜିଠୁ ୭ ଦିନରେ ୬୪ଟି ବିମାନରେ ଫେରିବେ ୧୫ ହଜାର ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟଙ୍କ ଘର ଓ୍ଵାପସୀ ପାଇଁ ବନ୍ଦେ ଭାରତ ମିଶନ। ଆଜିଠୁ ୭ ଦିନରେ ୬୪ଟି ବିମାନରେ ଫେରିବେ ୧୫ ହଜାର । କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନା । ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି…