ଅକ୍ଷୟଙ୍କ ଅପକମିଙ୍ଗ ଫିଲ୍ମରେ ସ୍କ୍ରିନ ସେୟାର କରିବେ ଏହି ଅଭିନେତ୍ରୀ, ଇନଷ୍ଟାରେ ସେୟାର କଲେ ଖୁସି
ଅଭିନେତା ଅକ୍ଷୟ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ‘ବେଲ୍ ବଟମ୍’ ପାଇଁ ଅନେକ ଦିନରୁ ଅଭିନେତ୍ରୀ ଖୋଜା ଚାଲିଥିଲା। ଏବେ ଅକ୍ଷୟଙ୍କୁ ତାଙ୍କ ଫିଲ୍ମ ପାଇଁ ହିରୋଇନ ମିଳିଯାଇଛି । ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ୩୧ ବର୍ଷୀୟ ଅଭିନେତ୍ରୀ ବାଣୀ କପୁର । ବାଣୀ ନିଜେ ଇନଷ୍ଟା…