ବୈଜ୍ଞାନିକମାନେ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ କଲେ ଭାନିଲା ଆଇସକ୍ରିମ୍, ଜାଣନ୍ତୁ ଏହା ପଛର ଘଟଣା
ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସଭିଁଙ୍କର ପ୍ରଥମ ପସନ୍ଦ ଆଇସକ୍ରିମ। ମାତ୍ର ଖରାଦିନରେ ଏହାର ଚାହିଦା ଖୁବ ଅଧିକ ଥାଏ । ଆଇସକ୍ରିମରେ ବିଭିନ୍ନ ପ୍ରକାର ଫ୍ଲେଭର ରହିଥାଏ। ସେଥି ମଧ୍ୟରୁ ଭାନିଲା ଆଇସକ୍ରିମ ପ୍ରାୟ ସମସ୍ତଙ୍କର ପ୍ରିୟ ନିଶ୍ଚୟ ହୋଇଥିବ। ଆଉ ଏବେ ଏହି ଭାନିଲା ଫ୍ଲେଭରକୁ ତିଆରି…