Facebook Messenger ଏବଂ Instagram ଆଣିଛି ନୁଆ ଫିଚର, ରିସିଭର ଦେଖିଲା ପରେ ହୋଇଯିବ ମେସେଜ ଡିଲିଟ
ଟେକର ସବୁଠାରୁ ବଡ କମ୍ପାନୀ Facebook ନିକଟରେ ନିଜ ମେସେଞ୍ଜିଙ୍ଗ ଆପ Whats-app ରେ ଆପେଆପେ ମେସେଜ ଡିଲିଟ କରିବାର ଫିଚର ଲଞ୍ଚ କରିଥିଲା।ବର୍ତ୍ତମାନ କମ୍ପାନୀ Facebook Messenger ଏବଂ Instagram ରେ ମଧ୍ୟ Vanish Mode ଫିଚର ଲଞ୍ଚ କରିଛି।
ଟେକ ସାଇଟ ଦି ବର୍ଜ ମୁତାବକ ଏବେ ଆପଣ…