Browsing Tag

varanasi

ନା ପଶିପାରିଲେ, ନା ବାହାରି ପାରିଲେ…; ରାତିସାରା କବାଟ ଫାଙ୍କରେ ଫସିରହିଲା ଚୋର; ସକାଳେ ମୃତ ଅବସ୍ଥାରେ ପାଇଲେ…

ବାରାଣସୀର ସାରନାଥ ଅଞ୍ଚଳରେ ସୋମବାର ସକାଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସକାଳେ ଯେତେବେଳେ ଲୋକେ ନିଜ ନିଜ ଘରୁ ବାହାରିଥିଲେ, ତ ସେଠି ଥିବା ଏକ ପାଓ୍ଵାରଲୁମ୍‌ ସେଣ୍ଟରର କବାଟରେ ଜଣେ ଯୁବକ ଫସି ରହିଥିବାର ଦେଖିବାକୁ ପାଇଥିଲେ। ପାଖକୁ ଯିବା ପରେ ଗ୍ରାମବାସୀ ତାଙ୍କୁ ମୃତ ଅବସ୍ଥାରେ…

IRCTC ଦେଉଛି ମୌକା, ଏବେ ଆପଣ ଶସ୍ତା ପ୍ୟାକେଜରେ ବୁଲିପାରିବେ ବାରଣାସୀ ରୁ ଅଯୋଧ୍ୟା, ଜାଣନ୍ତୁ କିପରି କରିବେ ବୁକିଂ

ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଆଣିଛି ନୂଆ ଟୁର ପ୍ୟାକେଜ। ଏହି ଟ୍ରିପରେ ଯାତ୍ରୀମାନେ ସ୍ୱଦେଶ ଭ୍ରମଣର ମଜା ଉଠାଇପାରିବେ। ଏହାର ନାମ ରହିଛି ସ୍ୱଦେଶ ଦର୍ଶନ ଶ୍ରୀ ରାମପଥ। ଆଜି ଆମେ କହିବୁ ଆପଣ ଏହି ଟୁର ପ୍ୟାକେଜର କେବେଠୁ ଆଉ କିପରି ଫାଇଦା ଉଠାଇପାରିବେ… ରେଳ ବିଭାଗ ତରଫରୁ ଆସିଲା…

ପିତୃ ପକ୍ଷରେ IRCTC ଦେଉଛି ବଢ଼ିଆ ଅଫର, ଶସ୍ତା ପ୍ୟାକେଜରେ ଯାଆନ୍ତୁ ବାରଣାସୀ ଓ ବୋଧଗୟା, ଫଟାଫଟ୍‌ ଉଠାନ୍ତୁ ଫାଇଦା

ଆସୁଛି ପିତୃ ପକ୍ଷ। ଆଇଆରସିଟିସି ନିଜ ଯାତ୍ରୀମାନଙ୍କୁ ଏହି ଅବସରରେ ଦେଉଛି ବଡ଼ ଉପହାର। IRCTC ପିଣ୍ଡ ଦାନ କରିବାକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବଢ଼ିଆ ପ୍ୟାକେଜ ଆଣିଛି। ଏହା ଅନ୍ତର୍ଗତ ଆପଣ ଶ୍ରାଦ୍ଧ ପକ୍ଷରେ ବାରଣାସୀ ଓ ବୋଧଗୟା ଯାଇ ପିଣ୍ଡ ଦାନ କରିପାରିବେ। ଏହାର ଲାଭ ଆପଣ କେମିତି…

ବାରାଣସୀ ସିରିୟଲ ବୋମା ବିସ୍ଫୋରଣ ମାମଲା: ୧୬ ବର୍ଷ ପରେ କୋର୍ଟଙ୍କ ଦଣ୍ଡ ଘୋଷଣା, ଫାଶୀ ଖୁଣ୍ଟରେ ଝୁଲିବ ଆତଙ୍କୀ…

ଉତ୍ତର ପ୍ରଦେଶର ବାରାଣସୀ ସିରିୟଲ ବୋମା ବିସ୍ଫୋରଣ ମାମଲାରେ ଦଣ୍ଡ ଘୋଷଣା କରାଯାଇଛି। ଗାଜିଆବାଦ ଜିଲ୍ଲା ଓ ସେସନ୍ସ କୋର୍ଟ ଆତଙ୍କୀ ଓ୍ଵଲିଉଲ୍ଲାହଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଘଟଣାର ୧୬ ବର୍ଷ ପରେ ଆସିଛି। କହି ରଖୁଛୁ, ୨୦୦୬, ମାର୍ଚ୍ଚ ୭ରେ ବାରାଣସୀର…

ବାରାଣସୀ : ଭଗବତୀ ମନ୍ଦିରରେ ଦିଆଗଲା ଲେମ୍ବୁ ବଳି, ମୂଲ୍ୟ ହ୍ରାସ ପାଇଁ ହେଲା ତନ୍ତ୍ର ପୂଜା

ନୂଆଦିଲ୍ଲୀ : ସାରା ଦେଶରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଏଭଳି ସମୟରେ ଥଣ୍ଡାପାନୀୟର ଚାହିଦା ବି ବଢ଼ିବାରେ ଲାଗିଛି। କିନ୍ତୁ ଏ ବର୍ଷ ଜନସାଧାରଣ ଲେମ୍ବୁ ପାଣି ପିଇବାରୁ ବଞ୍ଚିତ ହେଉଛନ୍ତି। ସେଭଳି ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ଲେମ୍ବୁ ଖାଇବା ବି ଦୁରୂହ ବ୍ୟାପାର ହୋଇଗଲାଣି। ଆଉ…

ଆଜାନ୍‌ ସମୟରେ ଲାଉଡ୍‌ସ୍ପିକରରେ ବଜାଯାଉଛି ହନୁମାନ ଚାଳିଶା, ଛାତରେ ମାଇକ୍‌ ଲଗାଇଲେ କାଶୀ ବାସିନ୍ଦା

କାଶୀ: ମହାରାଷ୍ଟ୍ରର ଲାଉଡ୍‌ସ୍ପିକର ବିବାଦ ଏବେ ଉତ୍ତର ପ୍ରଦେଶର ବାରଣାସୀରେ ପହଞ୍ଚିଲାଣି। ଉତ୍ତର ପ୍ରଦେଶର ବାରଣାସୀରେ ଶ୍ରୀକାଶୀ ବିଶ୍ୱନାଥ ଜ୍ଞାନବ୍ୟାପୀ ମୁକ୍ତି ଆନ୍ଦୋଳନ ପକ୍ଷରୁ ଲାଉଡ୍‌ସ୍ପିକର ଲଗାଯାଉଛି। ଏଠାରେ ଆଜାନ୍‌ ସମୟରେ ଅଧିକ ସାଉଣ୍ଡ୍‌ରେ ହନୁମାନ ଚାଳିଶା ପାଠ କରାଯାଉଛି।…

ପ୍ରଭୁ ଭୋଳାନାଥଙ୍କ ୭ମ ଜ୍ୟୋତିର୍ଲିଙ୍ଗ “କାଶି-ବିଶ୍ୱନାଥ ମନ୍ଦିର”

ଭଗବାନ ଭୋଳାନାଥ ସବୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରତୀକ ଭାବେ ୧୨ଟି ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ୧୨ଟି…

ଶହ ଶହ ବର୍ଷ ଧରି ରତ୍ନେଶ୍ୱର ମନ୍ଦିର ରହିଛି ଝୁଲନ୍ତା ଅବସ୍ଥାରେ, ଜାଣନ୍ତୁ ଏହାର ରହସ୍ୟ

ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳା ଆଦିକୁ ଧ୍ୟାନ ଦେଲେ ଏହାକୁ ନିର୍ମାଣ କରିଥିବା…

ଅଯୋଧ୍ୟା, ବାରଣାସୀ ଓ ପ୍ରୟାଗରାଜ ବୁଲିବାର ସୁବର୍ଣ୍ଣ ସୁଯୋଗ ଆଣିଲା IRCTC, ଜାଣନ୍ତୁ କ’ଣ ରହିଛି ପ୍ୟାକେଜ

ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଂ ଟୁରିଜିମ କର୍ପୋରେସନ ଯାତ୍ରୀ ମାନଙ୍କ ପାଇଁ ଭଲ ପ୍ୟାକେଜ ଆଣିଛି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟୁର ପ୍ୟାକେଜ ଆଣିଛି ରେଳ ବିଭାଗ। ଏହି ପ୍ୟାକେଜରେ ୪ ରାତି ଅର୍ଥାତ ୫ଦିନ ରହିଛି । ଏହାସହ ଯାତ୍ରାରେ ୩ଟି ପ୍ରମୁଖ ସ୍ଥାନ ରହିଛି। ବନାରସ, ଅଯୋଧ୍ୟା ଓ…

ମା’ ରୋଗିଣା, ତଥାପି ବାଇକ୍‌କୁ ଆମ୍ବୁଲାନ୍ସ କରି କରୋନା ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି ବାରଣାସୀର ଅମନ୍‌

କରୋନା ଭାଇରସ୍‌ ଯୋଗୁ ଲୋକମାନେ ନିଜ ଲୋକଙ୍କ ଠାରୁ କ୍ରମେ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ବାରଣାସୀର ଜଣେ ଯୁବକ କରୋନା ପୀଡ଼ିତଙ୍କୁ ମେଡିକାଲରେ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚାଇ ସଂସ୍କାର କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିବାକୁ ନିଜ ଦିନ…

ମହିଳା ଦିବସରେ କମ୍ପି ଉଠିଲା ବାରାଣସୀ, ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ‘ଶିବ ତାଣ୍ଡବ ସ୍ତୋତ୍ର’ ପାଠ କଲେ ୧ ହଜାର ମହିଳା

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାରାଣସୀରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ୧ ହଜାର ମହିଳା ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ସମୂହ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିଥିଲେ। ମହିଳାମାନଙ୍କର ଏହି ଗାୟନରେ ପୂରା ପରିବେଶ ଭକ୍ତିମୟ ହୋଇପଡ଼ିଥିଲା। ଏହି ବିରାଟ ଆୟୋଜନର ଏକ ଭିଡିଓ…

ଶିଖର ଧୱନଙ୍କ ଭୁଲ୍ ନାବିକ ଉପରେ ପଡିଲା ମହଙ୍ଗା, ଏବେ ରଦ୍ଦ ହୋଇପାରେ ଲାଇସେନ୍ସ

ଗତ କିଛି ଦିନ ତଳେ ଭାରତୀୟ କ୍ରିକେଟ୍ ଟିମ୍ର ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ବନାରସ କାଶୀ ପ୍ରବାସରେ ଥିଲେ। ଏହି ସମୟରେ ଧୱନ ମନ୍ଦିର ଗୁଡ଼ିକରେ ପୂଜା ଅର୍ଚ୍ଚନା ସହ ଗଙ୍ଗାରେ ନୌକା ବିହାରର ମଜା ନେଇଥିଲେ । କିନ୍ତୁ ଶିଖର ଧୱନଙ୍କର ଗୋଟିଏ ଭୁଲ୍ ଯୋଗୁଁ ଏବେ ସେହି ନାବିକ ଓ ନାଆର…