Browsing Tag

varanasi cricket

ଏଠି ଧୋତି-କୁର୍ତ୍ତା ପିନ୍ଧି କ୍ରିକେଟ ଖେଳିଥାଆନ୍ତି ବେଦ ପାଠକ, ସଂସ୍କୃତ ଭାଷାରେ ହୋଇଥାଏ କମେଣ୍ଟ୍ରି

ଭାରତରେ ଅଛନ୍ତି କ୍ରିକେଟର ଅନେକ ପ୍ରଶଂସକ। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ଖେଳପଡ଼ିଆ, ସବୁଠି ଜମେ କ୍ରିକେଟ ଆସର। ପିଲାଠୁ ବୁଢ଼ା, ସମସ୍ତେ କ୍ରିକେଟ୍‌ ମାନିଆ ହୋଇଯାଇଛନ୍ତି। ଏବେ ଉତ୍ତର ପ୍ରଦେଶର ବାରାଣସୀରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ବେଦ ପାଠକମାନେ ନିଜ…