Browsing Tag

varanasi

ବାରଣାସୀରୁ ମିଳିଲା ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର, ୨ ଗିରଫ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚୋରି ହୋଇଥିବା କାର୍‌ ବାରଣାସୀରୁ ପୋଲିସକୁ ମିଳିଛି । ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫଚ୍ୟୁନର କାର ଗତ ମାସ ମାର୍ଚ୍ଚ ୧୯ ତାରିଖରେ ଚୋରି ହୋଇଥିଲା । ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ କାର ଚୋରି ହୋଇଥିବା ପୋଲିସ…

ଭାରତର ସର୍ବ ପୁରାତନ ସହର: ଯାହା ପ୍ରାୟ ୩ ହଜାର ବର୍ଷ ପୁରୁଣା

ଯେତେବେଳେ ବି ଆମେ ଦୁନିଆର ପୁରାତନ ସହର ବିଷୟରେ କଥା ହେଉ ଜେରୁସଲମ ଏବଂ ଏଥେନ୍ସର ନାମ ପ୍ରଥମେ ଆସେ, କିନ୍ତୁ ଆପଣ ଜାଣନ୍ତି କି ଭାରତର ସର୍ବ ପୁରାତନ ସହର ବିଷୟରେ ଜାଣିଛନ୍ତି କି? ଯେତେବେଳେ ବିଶ୍ୱର ପୁରାତନ ସହରଗୁଡ଼ିକ ବିଷୟରେ ଆଲୋଚନା ହୁଏ, ସେହି ତାଲିକାରେ ଭାରତର ଏକ ସହର ମଧ୍ୟ…

ବାରଣାସୀର କାରିଗର କୁଞ୍ଜବିହାରୀଙ୍କ ଦକ୍ଷତା, ସୁନା-ରୂପା ଏବଂ ହୀରାରେ ପ୍ରସ୍ତୁତ କରିଛନ୍ତି ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୨ ଜାନୁଆରୀରେ ରାମଲାଲା ମନ୍ଦିରରେ ବିରାଜମାନ ହେବେ । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଯାଇଛି । ଏହି ଅବସରରେ ଭୋଲେବାବାଙ୍କ ସହର କାଶୀ ମଧ୍ୟ ପଛରେ ନାହିଁ । ଜାତୀୟ ପୁରସ୍କାର ପ୍ରାପ୍ତ…

ବାରାଣସୀ: ଗୋଟିଏ ପରିବାରର ୪ ସଦସ୍ୟ ସାମୂହିକ ହାରିଲେ ଜୀବନ, କାରଣ ଖୋଜୁଛି ପୋଲିସ

ଉତ୍ତର ପ୍ରଦେଶର ବାରାଣସୀରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସାମୂହିକ ଭାବେ ଜୀବନ ହାରିଛନ୍ତି। ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ଜୀବନ ହାରିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ…

ରଙ୍ଗୋଲିରେ ଚିତ୍ରିତ ହେଲା ୯ ଫୁଟ୍‌ର ପ୍ରଭୁ ରାମଙ୍କ ଛବି, ୧୦୦୮ ଦୀପରେ ଝଲସିଲା ବାରାଣସୀର ଅସୀ ଘାଟ

ଦୀପାବଳି ଅବସରରେ ବାରାଣସୀର ଅସୀ ଘାଟ ୧୦୦୮ ଦୀପରେ ଝଲସି ଉଠିଥିଲା। ଏଠାରେ ଏକ ଭବ୍ୟ ଦୀପୋତ୍ସବର ଆୟୋଜନ କରାଯାଇଥିଲା। ଏହି ସମୟରେ ସମଗ୍ର ଘାଟକୁ ୧୦୦୮ ଦୀପ ସହିତ ସଜାଯାଇଥିଲା। ଦୀପ ଉତ୍ସବ ବ୍ୟତୀତ ଅସୀ ଘାଟରେ ସ୍ୱତନ୍ତ୍ର ଗଙ୍ଗା ଆଳତି ମଧ୍ୟ କରାଯାଇଥିଲା। ଗଙ୍ଗା ସେବା ସମିତି ଦ୍ୱାରା…

ବାରଣାସୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତର ପ୍ରଦେଶର ବାରଣାସୀରେ ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି । ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସଡ଼କ ଦୁର୍ଘଟଣା ଫୁଲପୁର ଥାନାର କରଖିୟାବରେ ଏକ କାର ଟ୍ରକ ସହ ମୁହାଁମୁହିଁ ହୋଇଥିବା ଯୋଗୁଁ ଘଟିଛି । ଦୁର୍ଘଟଣା…

ବାରଣାସୀରେ ଥ୍ରୀ ଷ୍ଟାର ହୋଟେଲରେ ଭୀଷଣ ନିଆଁ, କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲାର ଶ୍ରୀନଗର କଲୋନୀରେ ଏକ ଥ୍ରୀଷ୍ଟାର ହୋଟେଲରେ ଭୟଙ୍କର ନିଆଁ ଲାଗିଛି । ହୋଟେଲରେ ଗତ ରାତିରେ ହଠାତ୍‌ ନିଆଁ ଲାଗିବା ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ କୌଣସି ହତାହତ…

ନା ପଶିପାରିଲେ, ନା ବାହାରି ପାରିଲେ…; ରାତିସାରା କବାଟ ଫାଙ୍କରେ ଫସିରହିଲା ଚୋର; ସକାଳେ ମୃତ ଅବସ୍ଥାରେ ପାଇଲେ…

ବାରାଣସୀର ସାରନାଥ ଅଞ୍ଚଳରେ ସୋମବାର ସକାଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସକାଳେ ଯେତେବେଳେ ଲୋକେ ନିଜ ନିଜ ଘରୁ ବାହାରିଥିଲେ, ତ ସେଠି ଥିବା ଏକ ପାଓ୍ଵାରଲୁମ୍‌ ସେଣ୍ଟରର କବାଟରେ ଜଣେ ଯୁବକ ଫସି ରହିଥିବାର ଦେଖିବାକୁ ପାଇଥିଲେ। ପାଖକୁ ଯିବା ପରେ ଗ୍ରାମବାସୀ ତାଙ୍କୁ ମୃତ ଅବସ୍ଥାରେ…

IRCTC ଦେଉଛି ମୌକା, ଏବେ ଆପଣ ଶସ୍ତା ପ୍ୟାକେଜରେ ବୁଲିପାରିବେ ବାରଣାସୀ ରୁ ଅଯୋଧ୍ୟା, ଜାଣନ୍ତୁ କିପରି କରିବେ ବୁକିଂ

ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଆଣିଛି ନୂଆ ଟୁର ପ୍ୟାକେଜ। ଏହି ଟ୍ରିପରେ ଯାତ୍ରୀମାନେ ସ୍ୱଦେଶ ଭ୍ରମଣର ମଜା ଉଠାଇପାରିବେ। ଏହାର ନାମ ରହିଛି ସ୍ୱଦେଶ ଦର୍ଶନ ଶ୍ରୀ ରାମପଥ। ଆଜି ଆମେ କହିବୁ ଆପଣ ଏହି ଟୁର ପ୍ୟାକେଜର କେବେଠୁ ଆଉ କିପରି ଫାଇଦା ଉଠାଇପାରିବେ… ରେଳ ବିଭାଗ ତରଫରୁ ଆସିଲା…

ପିତୃ ପକ୍ଷରେ IRCTC ଦେଉଛି ବଢ଼ିଆ ଅଫର, ଶସ୍ତା ପ୍ୟାକେଜରେ ଯାଆନ୍ତୁ ବାରଣାସୀ ଓ ବୋଧଗୟା, ଫଟାଫଟ୍‌ ଉଠାନ୍ତୁ ଫାଇଦା

ଆସୁଛି ପିତୃ ପକ୍ଷ। ଆଇଆରସିଟିସି ନିଜ ଯାତ୍ରୀମାନଙ୍କୁ ଏହି ଅବସରରେ ଦେଉଛି ବଡ଼ ଉପହାର। IRCTC ପିଣ୍ଡ ଦାନ କରିବାକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବଢ଼ିଆ ପ୍ୟାକେଜ ଆଣିଛି। ଏହା ଅନ୍ତର୍ଗତ ଆପଣ ଶ୍ରାଦ୍ଧ ପକ୍ଷରେ ବାରଣାସୀ ଓ ବୋଧଗୟା ଯାଇ ପିଣ୍ଡ ଦାନ କରିପାରିବେ। ଏହାର ଲାଭ ଆପଣ କେମିତି…

ବାରାଣସୀ ସିରିୟଲ ବୋମା ବିସ୍ଫୋରଣ ମାମଲା: ୧୬ ବର୍ଷ ପରେ କୋର୍ଟଙ୍କ ଦଣ୍ଡ ଘୋଷଣା, ଫାଶୀ ଖୁଣ୍ଟରେ ଝୁଲିବ ଆତଙ୍କୀ…

ଉତ୍ତର ପ୍ରଦେଶର ବାରାଣସୀ ସିରିୟଲ ବୋମା ବିସ୍ଫୋରଣ ମାମଲାରେ ଦଣ୍ଡ ଘୋଷଣା କରାଯାଇଛି। ଗାଜିଆବାଦ ଜିଲ୍ଲା ଓ ସେସନ୍ସ କୋର୍ଟ ଆତଙ୍କୀ ଓ୍ଵଲିଉଲ୍ଲାହଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଘଟଣାର ୧୬ ବର୍ଷ ପରେ ଆସିଛି। କହି ରଖୁଛୁ, ୨୦୦୬, ମାର୍ଚ୍ଚ ୭ରେ ବାରାଣସୀର…

ବାରାଣସୀ : ଭଗବତୀ ମନ୍ଦିରରେ ଦିଆଗଲା ଲେମ୍ବୁ ବଳି, ମୂଲ୍ୟ ହ୍ରାସ ପାଇଁ ହେଲା ତନ୍ତ୍ର ପୂଜା

ନୂଆଦିଲ୍ଲୀ : ସାରା ଦେଶରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଏଭଳି ସମୟରେ ଥଣ୍ଡାପାନୀୟର ଚାହିଦା ବି ବଢ଼ିବାରେ ଲାଗିଛି। କିନ୍ତୁ ଏ ବର୍ଷ ଜନସାଧାରଣ ଲେମ୍ବୁ ପାଣି ପିଇବାରୁ ବଞ୍ଚିତ ହେଉଛନ୍ତି। ସେଭଳି ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ଲେମ୍ବୁ ଖାଇବା ବି ଦୁରୂହ ବ୍ୟାପାର ହୋଇଗଲାଣି। ଆଉ…