Browsing Tag

varanasi

ଆଜାନ୍‌ ସମୟରେ ଲାଉଡ୍‌ସ୍ପିକରରେ ବଜାଯାଉଛି ହନୁମାନ ଚାଳିଶା, ଛାତରେ ମାଇକ୍‌ ଲଗାଇଲେ କାଶୀ ବାସିନ୍ଦା

କାଶୀ: ମହାରାଷ୍ଟ୍ରର ଲାଉଡ୍‌ସ୍ପିକର ବିବାଦ ଏବେ ଉତ୍ତର ପ୍ରଦେଶର ବାରଣାସୀରେ ପହଞ୍ଚିଲାଣି। ଉତ୍ତର ପ୍ରଦେଶର ବାରଣାସୀରେ ଶ୍ରୀକାଶୀ ବିଶ୍ୱନାଥ ଜ୍ଞାନବ୍ୟାପୀ ମୁକ୍ତି ଆନ୍ଦୋଳନ ପକ୍ଷରୁ ଲାଉଡ୍‌ସ୍ପିକର ଲଗାଯାଉଛି। ଏଠାରେ ଆଜାନ୍‌ ସମୟରେ ଅଧିକ ସାଉଣ୍ଡ୍‌ରେ ହନୁମାନ ଚାଳିଶା ପାଠ କରାଯାଉଛି।…

ପ୍ରଭୁ ଭୋଳାନାଥଙ୍କ ୭ମ ଜ୍ୟୋତିର୍ଲିଙ୍ଗ “କାଶି-ବିଶ୍ୱନାଥ ମନ୍ଦିର”

ଭଗବାନ ଭୋଳାନାଥ ସବୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରତୀକ ଭାବେ ୧୨ଟି ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ୧୨ଟି…

ଶହ ଶହ ବର୍ଷ ଧରି ରତ୍ନେଶ୍ୱର ମନ୍ଦିର ରହିଛି ଝୁଲନ୍ତା ଅବସ୍ଥାରେ, ଜାଣନ୍ତୁ ଏହାର ରହସ୍ୟ

ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳା ଆଦିକୁ ଧ୍ୟାନ ଦେଲେ ଏହାକୁ ନିର୍ମାଣ କରିଥିବା…

ଅଯୋଧ୍ୟା, ବାରଣାସୀ ଓ ପ୍ରୟାଗରାଜ ବୁଲିବାର ସୁବର୍ଣ୍ଣ ସୁଯୋଗ ଆଣିଲା IRCTC, ଜାଣନ୍ତୁ କ’ଣ ରହିଛି ପ୍ୟାକେଜ

ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଂ ଟୁରିଜିମ କର୍ପୋରେସନ ଯାତ୍ରୀ ମାନଙ୍କ ପାଇଁ ଭଲ ପ୍ୟାକେଜ ଆଣିଛି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟୁର ପ୍ୟାକେଜ ଆଣିଛି ରେଳ ବିଭାଗ। ଏହି ପ୍ୟାକେଜରେ ୪ ରାତି ଅର୍ଥାତ ୫ଦିନ ରହିଛି । ଏହାସହ ଯାତ୍ରାରେ ୩ଟି ପ୍ରମୁଖ ସ୍ଥାନ ରହିଛି। ବନାରସ, ଅଯୋଧ୍ୟା ଓ…

ମା’ ରୋଗିଣା, ତଥାପି ବାଇକ୍‌କୁ ଆମ୍ବୁଲାନ୍ସ କରି କରୋନା ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି ବାରଣାସୀର ଅମନ୍‌

କରୋନା ଭାଇରସ୍‌ ଯୋଗୁ ଲୋକମାନେ ନିଜ ଲୋକଙ୍କ ଠାରୁ କ୍ରମେ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ବାରଣାସୀର ଜଣେ ଯୁବକ କରୋନା ପୀଡ଼ିତଙ୍କୁ ମେଡିକାଲରେ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚାଇ ସଂସ୍କାର କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିବାକୁ ନିଜ ଦିନ…

ମହିଳା ଦିବସରେ କମ୍ପି ଉଠିଲା ବାରାଣସୀ, ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ‘ଶିବ ତାଣ୍ଡବ ସ୍ତୋତ୍ର’ ପାଠ କଲେ ୧ ହଜାର ମହିଳା

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାରାଣସୀରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ୧ ହଜାର ମହିଳା ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ସମୂହ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିଥିଲେ। ମହିଳାମାନଙ୍କର ଏହି ଗାୟନରେ ପୂରା ପରିବେଶ ଭକ୍ତିମୟ ହୋଇପଡ଼ିଥିଲା। ଏହି ବିରାଟ ଆୟୋଜନର ଏକ ଭିଡିଓ…

ଶିଖର ଧୱନଙ୍କ ଭୁଲ୍ ନାବିକ ଉପରେ ପଡିଲା ମହଙ୍ଗା, ଏବେ ରଦ୍ଦ ହୋଇପାରେ ଲାଇସେନ୍ସ

ଗତ କିଛି ଦିନ ତଳେ ଭାରତୀୟ କ୍ରିକେଟ୍ ଟିମ୍ର ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ବନାରସ କାଶୀ ପ୍ରବାସରେ ଥିଲେ। ଏହି ସମୟରେ ଧୱନ ମନ୍ଦିର ଗୁଡ଼ିକରେ ପୂଜା ଅର୍ଚ୍ଚନା ସହ ଗଙ୍ଗାରେ ନୌକା ବିହାରର ମଜା ନେଇଥିଲେ । କିନ୍ତୁ ଶିଖର ଧୱନଙ୍କର ଗୋଟିଏ ଭୁଲ୍ ଯୋଗୁଁ ଏବେ ସେହି ନାବିକ ଓ ନାଆର…

ବାର୍ଡ ଫ୍ଲୁ: ବାରାଣସୀରେ ବିଦେଶୀ ପକ୍ଷୀଙ୍କୁ ଦାନା ଖୁଆଇ ଫସିଲେ ଶିଖର ଧଓ୍ଵନ, ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ଟିମ୍‌ ଇଣ୍ଡିଆର ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଗତ ଶନିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ କରିଥିଲେ, ଯାହାକି ତାଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଏହି ଫଟୋଟି ବାରାଣସୀର। ଏଥିରେ ଦେଖିବାକୁ ମିଳୁଛି କି, ଶିଖର ଧଓ୍ଵନ ଗଙ୍ଗା ନଦୀରେ…

ମୋକ୍ଷ ପ୍ରାପ୍ତି ପାଇଁ ଜୀବନର ଅନ୍ତିମ ସମୟରେ ଏହି ହଷ୍ଟେଲରେ ରହିଥାନ୍ତି ଲୋକେ, ୨ ସପ୍ତାହ ଭିତରେ ମୃତ୍ୟୁ ସୁନିଶ୍ଚିତ

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ମୋକ୍ଷ ପ୍ରାପ୍ତି ପାଇଁ ଏମିତି ଏକ ହଷ୍ଟେଲ ତିଆରି ହୋଇଛି, ଯେଉଁଠି ଲୋକଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ବାରାଣସୀରେ 'କାଶୀ ଲାଭ ମୁକ୍ତି ଭବନ' ନାଁରେ ପ୍ରଚଳିତ ଏହି ହଷ୍ଟେଲ ଏମିତି ଏକ ଜାଗା, ଯେଉଁଠାକୁ ଲୋକେ ନିଜ ଅନ୍ତିମ ସମୟରେ ହିଁ ଆସିଥାନ୍ତି।…

ବାହାଘର ପାଇଁ ପ୍ରସ୍ତୁତ ଥିଲେ ଦୁଇ ପରିବାର, କିନ୍ତୁ ମଙ୍ଗନ ଦିନ ବର ମୋବାଇଲକୁ ଆସିଲା କନ୍ୟାର ଅଶ୍ଳୀଳ ଫଟୋ

ବାହାଘର ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଥିଲ।। ଗୋଟେ ଦିନ ପରେ ବାଜିଥାନ୍ତି ଶେହନାଇ କିନ୍ତୁ ଏମିତି କିଛି ଘଟିଲା ସବୁ କିଛି ଓଲଟପାଲଟ ହୋଇଗଲା। ବିବାହର ଗୋଟେ ଦିନ ପୂର୍ବରୁ ବରର ମୋବାଇଲ ବାଜି ଉଠିଲା, ଯେଉଁଥିରେ ଆସିଥିଲା କନ୍ୟାର ଆପତ୍ତିଜନକ ତଥା ଅଶ୍ଳୀଳ ଫଟୋ। ଯାହାକୁ ଦେଖି ବରର ପାଦ…

ଝିଅ ବାହାଘର ପାଇଁ ରିକ୍ସା ଚାଳକଙ୍କ ଘରେ ଖୁସିର ମାହୋଲ, ଏହି ଖୁସିକୁ ଆହୁରି ଦୁଇଗୁଣିତ କରିଦେଲେ ପ୍ରଧାନମନ୍ତ୍ରୀ…

ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଲ କେବଟଙ୍କ ଝିଅ ବାହାଘର ପାଇଁ ଘରେ ଖୁସିର ମାହୋଲ। କିନ୍ତୁ ତାଙ୍କ ଖୁସି ଏବେ ଦୁଇଗୁଣ ହୋଇଯାଇଛି। କାରଣ, କେବଟଙ୍କ ଝିଅ ବାହାଘର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିଛି। photo courtesy: ANI…

ବାରାଣସୀ, ବୃନ୍ଦାବନ ସମେତ ଅନ୍ୟାନ୍ୟ ତୀର୍ଥ କ୍ଷେତ୍ରରେ ୨୫୦ ମିଟର ଦୂରତା ମଧ୍ୟରେ ମଦ ଓ ଆମିଷ ବିକ୍ରି ନିଷେଧ

ଉତ୍ତର ପ୍ରଦେଶର ବାରାଣସୀ ସହରରେ ସମସ୍ତ ମନ୍ଦିର ଏବଂ ଧାର୍ମିକ ସ୍ଥଳଗୁଡିକର ୨୫୦ ମିଟର ମଧ୍ୟରେ ମଦ ଏବଂ ଆମିଷ ଭୋଜନ ସେବନ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ। ବାରାଣସୀ ନଗର ନିଗମ ଏହି ଐତିହାସିକ ଏବଂ ଧାର୍ମିକ ନଗରୀରେ ମନ୍ଦିର ଏବଂ ଧାର୍ମିକ ସ୍ଥଳୀମାନଙ୍କରେ ୨୫୦ ମିଟର ପରିସର ମଧ୍ୟରେ ମଦ…