Browsing Tag

varsha priyadarshini

ବର୍ଷାଙ୍କ ରିଟ ପିଟିସନକୁ ଖାରଜ କଲେ ହାଇକୋର୍ଟ, ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ନେଇ କରିଥିଲେ ମାମଲା

କଟକ (କେନ୍ୟୁଜ): ବର୍ଷା-ଅନୁଭବ ମାମଲାର ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଆଜି ରାୟ ପ୍ରକାଶ କରି ବର୍ଷା ପ୍ରିୟଦର୍ଶୀନୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ଜାନୁଆରୀ ୬ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ…

ଆଜି ପୁଣି କଟକ ପରିବାର କୋର୍ଟରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ, ଜେରା କରିବେ ଅନୁଭବଙ୍କ ଓକିଲ

କଟକ(କେନ୍ୟୁଜ୍): ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା । ଆଜି ପୁଣି କଟକ ପରିବାର କୋର୍ଟରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଗତକାଲି ମଧ୍ୟ କୋର୍ଟରେ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ…

ଶେଷ ଦିନରେ ହାଇଭୋଲଟେଜ୍‌ ପ୍ରଚାର: ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୈଦାନରେ ଅଭିନେତ୍ରୀ ବର୍ଷା…

ଭଦ୍ରକ(କେନ୍ୟୁଜ୍): ଶେଷ ଦିନରେ ହାଇଭୋଲଟେଜ୍‌ ପ୍ରଚାର । ସବୁ ଦଳ ନିଜ ଶେଷ ଦମ୍‌ ଲଗାଉଛନ୍ତି । ଧାମନଗର ଉପର୍ନିବାଚନ ପ୍ରଚାର ମୈଦାନରେ ଦେଖିବାକୁ ମିଳିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ବର୍ଷା । ୬ ନମ୍ବର ଜୋନ ଦୋଳ ସାହି…

ଅନୁଭବ ଓ ବର୍ଷା ପାରିବାରିକ ବିବାଦରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ; ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା

କଟକ (କେନ୍ୟୁଜ):  ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ…

ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ପୋଲିସର ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଘଟଣା। ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆଉ ୧୫ ଦିନ ଅନ୍ତରୀଣ ସୁରକ୍ଷା ବଢ଼ାଇଲେ ହାଇକୋର୍ଟ। ତା ଭିତରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ…

ବର୍ଷାଙ୍କ ଜାତିଆଣ ଆକ୍ଷେପ ମାମଲା: ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ତାଙ୍କୁ ସମନ କରିଥିଲା । ଏହି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ…

ଦିଲ୍ଲୀ ପୋଲିସର ସମନ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ(କେନ୍ୟୁଜ୍):ହାଇକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀ ପୋଲିସର ସମନ ଘଟଣାରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କ ମାଆ ଓ ଝିଆରୀ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ…

ବର୍ଷାଙ୍କୁ ଅନୁଭବଙ୍କ ଉପହାର, ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଭଗବତ ଗୀତା ଦେଲେ

କେନ୍ୟୁଜ୍(ବ୍ୟୁରୋ):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ଉପସ୍ଥିତ ରହିଲେ ସାଂସଦ ଅନୁଭବ ମହାନ୍ତି । କୋର୍ଟରେ ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଭାଗବତ ଗୀତା ଦେଇଛନ୍ତି ଅନୁଭବ । ଗୀତା ପଢି ବିବାଦ ତୁଟାଇବାକୁ ଅନୁଭବ ପରାମର୍ଶ ଦେଇଛନ୍ତି । ଜୁଲାଇ…

କଟକ ଏସଡ଼ିଜେଏମଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଦୌରାଜଜ୍ ଙ୍କ ରହିତାଦେଶ : ଅନୁଭବଙ୍କ ଘର ଛାଡିବେ ନାହିଁ ବର୍ଷା,…

କଟକ (କେନ୍ୟୁଜ୍‌) : ବହୁଚର୍ଚ୍ଚିତ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି। ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ଉପରେ କଟକ ଜିଲ୍ଲା ଜଜ ଲଗାଇଛନ୍ତି ରୋକ୍ । ତେଣୁ ଅଭିନେତ୍ରୀ ବର୍ଷା…

ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ଅନୁଭବ, କଳାଟଙ୍କା ରଖିଥିବା ନେଇ ଆଣିଲେ ସଙ୍ଗୀନ ଅଭିଯୋଗ

କଟକ(କେନ୍ୟୁଜ):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ସ୍ୱାମୀ ଅନୁଭବ ମହାନ୍ତି । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅନୁଭବ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ବର୍ଷା…

ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା, ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ କରୁଥିବା ଅଭିଯୋଗ

କଟକ(କେନ୍ୟୁଜ): କେନ୍ଦ୍ରାପଡା ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ପୁଣି ଏକ ନୂଆ ମୋଡ଼। କଟକ ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମେଡିଆରେ ଅନୁଭବ ବିଭିନ୍ନ…

ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ପ୍ରସଙ୍ଗ, ଫେସବୁକକୁ ତଥ୍ୟ ମାଗିଲା କଟକ ସାଇବର ଥାନା

କଟକ(କେନ୍ୟୁଜ୍‌):ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣି ଦେବା ଅଭିଯୋଗ ଘଟଣାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ଅନୁଭବ ମହାନ୍ତି ‘ରିଅଲ ହିରୋ ଅଫ କେନ୍ଦ୍ରାପଡା’ ନାମକ ଏକ ଫେସବୁକ ଆକାଉଣ୍ଟରୁ ବର୍ଷାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନଜନକ…