Browsing Tag

varun dhawan

ଖୁବଶୀଘ୍ର ଖୁସି ଖବର ଦେବେ ବରୁଣ ! ବିଗ୍‌ବସ୍‌ ୧୬ ସେଟରେ ସଲମାନ ଦେଲେ ସଂକେତ

ପୁଣି ଆଉ ଜଣେ ବଲିଉଡ ସେଲିବ୍ରିଟି ଖୁସି ଖବର ଦେବାକୁ ଯାଉଛନ୍ତି। ରଣବୀର-ଆଲିଆ, ବିପାଶ-କରନ, ସୋନମ-ଆନନ୍ଦଙ୍କ ପରେ ବରୁଣ-ନତାଶା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଆଉ ଏକଥା ବଲିଉଡର ଦବଙ୍ଗ ଖାନ ସଲମାନ ବିଗ୍‌ବସ୍‌ ୧୬ ସେଟରେ କହିଛନ୍ତି। ବିଗବସ୍‌-୧୬କୁ ବରୁଣ ଏବଂ କ୍ରିତି ଅପକମିଂ…

ବେଷ୍ଟିବୁଲର ହାଇପୋଫଙ୍କ୍‌ସନ ରୋଗରେ ପୀଡ଼ିତ ଅଭିନେତା ବରୁଣ ଧାଓ୍ଵନ, ରଖିପାରୁ ନାହାନ୍ତି ନିଜ ଦେହର ସନ୍ତୁଳନ

ଦିନକୁ ଦିନ ଜୀବନଶୈଳୀରେ ପରିବର୍ତ୍ତନ ହେଉଥିବାରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ନୂଆ ନୂଆ ରୋଗ ଉତ୍ପନ ହେଉଛି ଯାହାକୁ କେବେ ଆମେ ଶୁଣି ନଥିବା। ଯେମିତିକି ବଲିଉଡ ଅଭିନେତା ମଧ୍ୟ ଏହି ରୋଗରୁ ବଞ୍ଚି ପାରି ନାହାଁନ୍ତି। ବରୁଣ ଧାଓ୍ଵନ ନିଜର ସ୍ୱାସ୍ଥ୍ୟକୁ ନେଇ…

ଜଙ୍ଗଲୀ ଭେଡିୟାଙ୍କ ପାଇଁ ଡାକ୍ତର ସାଜିଲେ କ୍ରିତି, ସାମ୍ନାକୁ ଆସିଲା କ୍ରିତିଙ୍କ ଲୁକ୍‌

ବରୁଣ ଧଓ୍ଵନ ଏବଂ କ୍ରିତି ସାନନଙ୍କ ଅପକମିଂ ଫିଲ୍ମ ‘ଭେଡିୟା’କୁ ନେଇ ସିନେପ୍ରେମୀ ବେଶ୍‌ ଉତ୍ସାହିତ ରହିଛନ୍ତି। ଫିଲ୍ମର ଟିଜର ଦେଖିବା ପରେ ଟ୍ରେଲରକୁ ଚାହିଁ ରହିଛନ୍ତି ଫ୍ୟାନ୍ସ । ଏହା ପୂର୍ବରୁ ଫିଲ୍ମର ଟିଜର ଭିଡିଓରେ ବରୁଣ ଧଓ୍ଵନଙ୍କ ଲୁକ୍‌ ଦେଖିବାକୁ ମିଳିଥିଲା। ଏବେ ମେକର୍ସ ଫିଲ୍ମରେ…

ଆଗାମୀ ଫିଲ୍ମ ‘ୟେ ୱତନ୍…ମେରେ ୱତନ୍’ର ଘୋଷଣା କଲେ ବରୁଣ ଧାୱନ୍, ସତ ଘଟଣା ଉପରେ ଆଧାରିତ କାହାଣୀ

ବଲିଉଡ୍‌ ଚକଲେଟ ହିରୋ ବରୁଣ ଧାୱନ ନିଜର ଆଗାମୀ ଫିଲ୍ମ 'ୟେ ୱତନ୍...ମେରେ ୱତନ୍' ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାଙ୍କ ହିରୋଇନ୍‌ ହେଉଛନ୍ତି ସାରା ଅଲି ଖାନ । ଫିଲ୍ମର କାହାଣୀ ବାସ୍ତବ ଘଟଣା ଉପରେ ଆଧାରିତ। ଯାହାର କାହାଣୀ ଲେଖିଛନ୍ତି ଦାରୁବ ଫାରୁକ୍କି ଏବଂ କନ୍ନନ୍ ଆୟର।…

ଭେଡିୟା ପାଇଁ ଘଞ୍ଚ ଜଙ୍ଗଲରେ ରାତିରେ ଦୌଡିଲେ ବରୁଣ ଧଓ୍ଵନ, ଅଭିନେତାଙ୍କୁ ଦେଖି ଡରିଲେ ଫ୍ୟାନ୍ସ

ବରୁଣ ଧଓ୍ଵନ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ର ଟିଜର ରିଲିଜ ହୋଇଛି। ଟିଜରରେ ବରୁଣ ଧଓ୍ଵନଙ୍କ ଲୁକ୍‌ ଦେଖି ଦର୍ଶକଙ୍କ ମନରେ ଉତ୍ସାହ ବଢିଯାଇଛି। ଅନେକ ଦିନରୁ ଫିଲ୍ମକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ତେବେ ଏମିତିରେ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣା କରିବା ପାଇଁ ଫିଲ୍ମର ଟିଜର ରିଲିଜ…

କିଙ୍ଗ୍‌ଫିସର ମୃଦୁପାନୀୟର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ବରୁଣ ଧଓ୍ଵନ୍‌ ଓ ରଶ୍ମିକା ମନ୍ଦାନା

କିଙ୍ଗ୍‌ଫିସର ମୃଦୁପାନୀୟର ବ୍ରାଣ୍ଡ୍‌ ଆମ୍ବାସାଡର ହୋଇଛନ୍ତି ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ୍‌ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏ ନେଇ କମ୍ପାନୀ ପକ୍ଷରୁ ବୁଧବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। କିଙ୍ଗ୍‌ଫିସରର ‘ସ୍ପ୍ରେଡ୍‌ ଦ ଚିୟର’ ଅଭିଯାନ ଆରମ୍ଭ କରିବା ଅବସରରେ ୟୁନାଇଟେଡ୍‌…

ବରୁଣ ଧଓ୍ଵନଙ୍କ ଚାଲାଣ ରଦ୍ଦ କଲା କାନପୁର ପୋଲିସ; ଅଭିନେତାଙ୍କ ଟ୍ଵିଟ୍‌ ଏବେ ଭାଇରାଲ…ଜାଣି ନିଅନ୍ତୁ ପୂରା ମାମଲା

ଫିଲ୍ମ ଶୁଟିଂ ସମୟରେ ଅନେକ ବାର ସେଲିବ୍ରିଟିମାନେ ଏମିତି ମାମଲାରେ ଫସି ଯାଆନ୍ତି, ଯାହା ବିଷୟରେ ସେମାନେ ଭାବି ସୁଦ୍ଧା ପାରନ୍ତି ନାହିଁ। ଏମିତି ହିଁ କିଛି ଘଟିଛି ଆକ୍ଟର ବରୁଣ ଧଓ୍ଵନଙ୍କ ସହ। ବରୁଣ କାନପୁରରେ ନିଜ ଆଗାମୀ ଫିଲ୍ମର ଏକ ସିନ୍‌ ପାଇଁ ବାଇକ୍‌ ଉପରେ ବସି ଶୁଟିଂ କରୁଥିଲେ।…

ରଶ୍ମିକା ମନ୍ଦାନା ସହିତ ବିଚ୍‌ରେ ଡ୍ୟାନ୍ସ କଲେ ବରୁଣ, ଫ୍ୟାନ୍ସ କହିଲେ ‘ପୁଷ୍ପା ଆ ଜାଏଗା’

ବରୁଣ ଧଓ୍ଵନ ଏଥର ଆଉ କାହା ସହିତ ନୁହେଁ ବରଂ ପୁଷ୍ପା ସହିତ ପଙ୍ଗା ନେଇଛନ୍ତି। ଏକଥା ଆମେ ନୁହେଁ ବରଂ ୟୁଜର୍ସ କହୁଛନ୍ତି। ବରୁଣ ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦାନା ସହିତ ଜବରଦସ୍ତ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି। ଦୁହିଁଙ୍କର ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ଦୁହେଁ ‘ଅରବୀ କୁଥୁ…

ବରୁଣ ଧଓ୍ଵନ୍‌ଙ୍କୁ କଡ଼ା ଟକ୍କର ଦେବାକୁ ଅଭିନୟ ଜଗତକୁ ଓହ୍ଲାଉଛନ୍ତି ସ୍ତ୍ରୀ ନତାଶା, ଓଟିଟିରେ କରିବେ ଡେବ୍ୟୁ

ଷ୍ଟାଇଲିସ୍‌ ହିରୋ ବରୁଣ ଧଓ୍ଵନ୍‌ଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ପତ୍ନୀ ନତାଶା ଦଲାଲ୍‌। ଷ୍ଟୁଡେଣ୍ଟ ଅଫ୍‌ ଦ ଇୟରରୁ ଡେବ୍ୟୁ କରିଥିବା ବରୁଣ ଧଓ୍ଵନ୍‌ ଏବେ ବଲିଉଡ୍‌ର ଜଣେ ଜଣାଶୁଣା କଳାକାର। ତାଙ୍କ ଫିଲ୍ମକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। ତେବେ ବରୁଣଙ୍କ ପରେ ବଲିଉଡ୍‌ରେ ଏଣ୍ଟ୍ରି…

ସାମ୍ନାକୁ ଆସିଲା ‘ଭେଡ଼ିଆ’ର ଫାଷ୍ଟଲୁକ୍‌, ପ୍ରଥମ ଥର ପାଇଁ ଭୟଙ୍କର ଅନ୍ଦାଜରେ ନଜର ଆସିଲେ ବରୁଣ ଧଓ୍ଵନ୍‌; ନଜର…

ସାମ୍ନାକୁ ଆସିଲା ବରୁଣ ଧଓ୍ଵନ୍‌ ଓ କୃତି ସେନନ୍‌ଙ୍କ ଅଭିନୀତ ଫିଲ୍ମ ‘ଭେଡ଼ିଆ’ର ଫାଷ୍ଟ ଲୁକ୍‌। ଏହି ଫିଲ୍ମ ୨୫ ନଭେମ୍ବର ୨୦୨୨ରେ ହଲ୍‌କୁ ଆସିବ। ଫାଷ୍ଟ ଲୁକ୍‌ ପୂର୍ବରୁ ବୁଧବାର ଦିନ ବରୁଣ ଫିଲ୍ମର ଏକ ମୋସନ୍‌ ପୋଷ୍ଟର ରିଲିଜ୍‌ କରିଥିଲେ। ଏଥିସହ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଗୁରୁବାର…

ହେବ ନାହିଁ ବରୁଣ ଧଓ୍ଵନ-ନତାଶା ଦଲାଲ୍‌ଙ୍କ ଫେବୃଆରୀ ୨ର ବାହାଘର ଭୋଜି ! ଅଙ୍କଲ ଅନିଲ ଧଓ୍ଵନ କହିଲେ ଏମିତି କଥା

ବଲିଉଡ୍‌ ଆକ୍ଟର ବରୁଣ ଧଓ୍ଵନ ଓ ଫ୍ୟାଶନ ଡିଜାଇନର ନତାଶା ଦଲାଲ ୨୪ ଜାନୁଆରୀରେ ଅଲିବାଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ଏହି ଦୁଇଜଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଖବର ରହିଥିଲା କି, ବିବାହ ପରେ ବରୁଣ-ନତାଶାଙ୍କ େଓ୍ଵଡିଂ ରିସେପ୍ସନ ଆସନ୍ତା ଫେବୃଆରୀ ୨ରେ ଆୟୋଜନ…

ବରୁଣ ଧଓ୍ଵନଙ୍କ ପାଇଁ ଆଇନା ସାମ୍ନାରେ ଏମିତି ପ୍ରସ୍ତୁତ ହୋଇଥିଲେ ନତାଶା ଦଲାଲ୍‌, ଖୁବ୍‌ ଭାଇରାଲ ହେଉଛି VIDEO

୨୪ ଜାନୁଆରୀରେ ବରୁଣ ଧଓ୍ଵନ ଓ ନତାଶା ଦଲାଲ୍‌ ଅଲିବାଗରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ବିବାହର ଭିଡିଓ ଏବଂ ଫଟୋ ଖୁବ୍‌ ଭାଇରାଲ ହେଉଛି। କିନ୍ତୁ ଏହାରି ଭିତରେ ଏକ ଭିଡିଓ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଭିଡିଓଟି ନବବଧୂ ନତାଶାଙ୍କର, ଯେଉଁଥିରେ ସେ ନିଜ ସାଜନ୍‌ଙ୍କ…