Browsing Tag

varun dhawan

ବରୁଣ ଧଓ୍ଵନ୍‌ଙ୍କୁ କଡ଼ା ଟକ୍କର ଦେବାକୁ ଅଭିନୟ ଜଗତକୁ ଓହ୍ଲାଉଛନ୍ତି ସ୍ତ୍ରୀ ନତାଶା, ଓଟିଟିରେ କରିବେ ଡେବ୍ୟୁ

ଷ୍ଟାଇଲିସ୍‌ ହିରୋ ବରୁଣ ଧଓ୍ଵନ୍‌ଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ପତ୍ନୀ ନତାଶା ଦଲାଲ୍‌। ଷ୍ଟୁଡେଣ୍ଟ ଅଫ୍‌ ଦ ଇୟରରୁ ଡେବ୍ୟୁ କରିଥିବା ବରୁଣ ଧଓ୍ଵନ୍‌ ଏବେ ବଲିଉଡ୍‌ର ଜଣେ ଜଣାଶୁଣା କଳାକାର। ତାଙ୍କ ଫିଲ୍ମକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। ତେବେ ବରୁଣଙ୍କ ପରେ ବଲିଉଡ୍‌ରେ ଏଣ୍ଟ୍ରି…

ସାମ୍ନାକୁ ଆସିଲା ‘ଭେଡ଼ିଆ’ର ଫାଷ୍ଟଲୁକ୍‌, ପ୍ରଥମ ଥର ପାଇଁ ଭୟଙ୍କର ଅନ୍ଦାଜରେ ନଜର ଆସିଲେ ବରୁଣ ଧଓ୍ଵନ୍‌; ନଜର…

ସାମ୍ନାକୁ ଆସିଲା ବରୁଣ ଧଓ୍ଵନ୍‌ ଓ କୃତି ସେନନ୍‌ଙ୍କ ଅଭିନୀତ ଫିଲ୍ମ ‘ଭେଡ଼ିଆ’ର ଫାଷ୍ଟ ଲୁକ୍‌। ଏହି ଫିଲ୍ମ ୨୫ ନଭେମ୍ବର ୨୦୨୨ରେ ହଲ୍‌କୁ ଆସିବ। ଫାଷ୍ଟ ଲୁକ୍‌ ପୂର୍ବରୁ ବୁଧବାର ଦିନ ବରୁଣ ଫିଲ୍ମର ଏକ ମୋସନ୍‌ ପୋଷ୍ଟର ରିଲିଜ୍‌ କରିଥିଲେ। ଏଥିସହ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଗୁରୁବାର…

ହେବ ନାହିଁ ବରୁଣ ଧଓ୍ଵନ-ନତାଶା ଦଲାଲ୍‌ଙ୍କ ଫେବୃଆରୀ ୨ର ବାହାଘର ଭୋଜି ! ଅଙ୍କଲ ଅନିଲ ଧଓ୍ଵନ କହିଲେ ଏମିତି କଥା

ବଲିଉଡ୍‌ ଆକ୍ଟର ବରୁଣ ଧଓ୍ଵନ ଓ ଫ୍ୟାଶନ ଡିଜାଇନର ନତାଶା ଦଲାଲ ୨୪ ଜାନୁଆରୀରେ ଅଲିବାଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ଏହି ଦୁଇଜଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଖବର ରହିଥିଲା କି, ବିବାହ ପରେ ବରୁଣ-ନତାଶାଙ୍କ େଓ୍ଵଡିଂ ରିସେପ୍ସନ ଆସନ୍ତା ଫେବୃଆରୀ ୨ରେ ଆୟୋଜନ…

ବରୁଣ ଧଓ୍ଵନଙ୍କ ପାଇଁ ଆଇନା ସାମ୍ନାରେ ଏମିତି ପ୍ରସ୍ତୁତ ହୋଇଥିଲେ ନତାଶା ଦଲାଲ୍‌, ଖୁବ୍‌ ଭାଇରାଲ ହେଉଛି VIDEO

୨୪ ଜାନୁଆରୀରେ ବରୁଣ ଧଓ୍ଵନ ଓ ନତାଶା ଦଲାଲ୍‌ ଅଲିବାଗରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ବିବାହର ଭିଡିଓ ଏବଂ ଫଟୋ ଖୁବ୍‌ ଭାଇରାଲ ହେଉଛି। କିନ୍ତୁ ଏହାରି ଭିତରେ ଏକ ଭିଡିଓ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଭିଡିଓଟି ନବବଧୂ ନତାଶାଙ୍କର, ଯେଉଁଥିରେ ସେ ନିଜ ସାଜନ୍‌ଙ୍କ…

ବଲିଉଡର ବଦ୍ରିଙ୍କୁ ମିଳିଗଲା ଦୁଲହନିୟାଁ, ସୋସିଆଲ ମିଡିଆରେ ଫଟୋ ଭାଇରଲ

ବଲିଉଡ ଅଭିନେତା ବରୁଣ ଧୱନ ପିଲାଦିନର ସାଥି ତଥା ପ୍ରେମିକା ନତାଶା ଦଲାଲାଙ୍କ ସହିତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମହାରାଷ୍ଟ୍ରର ଅଲିବାଗସ୍ଥିତ ଏକ ବିଚ୍ ରିସର୍ଟରେ ମ୍ଯାନସନ ହାଉସରେ ହୋଇଛି। ତାଙ୍କ ବିବାହ ବେଳେର କିଛି ଫଟୋକୁ ବରୁଣ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର…

ବିବାହ ପୂର୍ବରୁ ଦୁର୍ଘଟଣାଗସ୍ତ ହେଲା ବରୁଣଙ୍କ କାର, ଅଳ୍ପକେ ରକ୍ଷା ପାଇଲେ ଆକ୍ଟର

ଆଜି ଅର୍ଥାତ ଜାନୁଆରୀ ୨୪ ତାରିଖରେ ବଲିଉଡ ଅଭିନେତା ବରୁଣ ଧାୱନଙ୍କ ବିବାହ ସ୍ଥିର ହୋଇଥିଲା । ଆଉ କିଛି ସମୟ ପରେ ଆଲିବାଗ ସ୍ଥିତ "ଦ ମେନସନ ହାଉସ" ରିସର୍ଟରେ ବରୁଣ ତାଙ୍କ ପିଲାଦିନର ସାଙ୍ଗ ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ଆଜି ସକାଳୁ ସକାଳୁ…

ଜାନୁଆରୀରେ ହିଁ ହାତକୁ ଦି’ହାତ ହେବେ ବରୁଣ ଧଓ୍ଵନ୍‌, ସାମ୍ନାକୁ ଆସିଲା ଡେଟ୍‌

ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ୍‌ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶ ଦଲାଲଙ୍କ ବିବାହ ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏବେ ସେମାନେ ବିବାହ କରୁଥିବା ନେଇ ସ୍ପଷ୍ଟ ହୋଇଛି। ଏଥିସହ ସେମାନଙ୍କ ବିବାହ ତାରିଖ ବି ଫିକ୍ସ ହୋଇଛି। ଜାନୁଆରୀ ୨୪ ତାରିଖରେ ଏହି ଲଭ୍‌ ବାର୍ଡସ୍‌ ବିବାହ…

ଏହି ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବରୁଣ-ନତାଶ, ବୁକିଂ କଲେ ଗ୍ରାଣ୍ଡ୍‌ ହୋଟେଲ

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବରୁଣ ଧଓ୍ଵନ୍‌ ଓ ନତାଶା ଦଲାଲ। ୨୦୨୦ରେ ଏହି ଯୋଡ଼ି ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ କରୋନା ଯୋଗୁ ସେମାନେ ବିବାହ କରିନଥିଲେ। ଏବେ ସାମ୍ନାକୁ ଆସିଥିବା ରିପୋର୍ଟ ମୁତାବକ, ବରୁଣ ଓ ନତାଶା ଏହି ମାସରେ ବିବାହ କରିବେ।…

ରିଲିଜ୍‌ ହେଲା ‘ତୁଝେ ମିର୍‌ଚି ଲଗି ତୋ ମେଁ କ୍ୟା କରୁଁ’ ଗୀତ, ଦମ୍‌ଦାର ଡ୍ୟାନ୍ସ କରୁଥିବା ନଜର ଆସିଲେ ବରୁଣ ଓ ସାରା;…

ରିଲିଜ୍‌ ହେଲା ବରୁଣ ଧଓ୍ଵନ୍‌ଙ୍କ ଫିଲ୍ମ ‘କୁଲି ନମ୍ବର ୧’ର ସବୁଠୁ ମସାଲାଦାର ଗୀତ ‘ତୁଝେ ମିର୍‌ଚି ଲଗି’। ଏହି ଗୀତରେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଦମ୍‌ଦାର ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। କାରଣ ପ୍ରଥମ ପାର୍ଟରେ ଗୋବିନ୍ଦା ଓ କରିସ୍ମା କପୁର ଯେଭଳି ଡ୍ୟାନ୍ସ…

ବରୁଣ, କିଆରା, ନୀତୁ କପୁରଙ୍କୁ କରୋନା, ବନ୍ଦ ହେଲା ନୂଆ ଫିଲ୍ମ ‘ଯୁଗ୍ ଯୁଗ୍ ଜିୟୋ’ର ସୁଟିଂ

ଅଭିନେତା ବରୁଣ ଧୱନ, କିଆରା ଆଡଭାନୀ ଏବଂ ନିତୁ କପୁରଙ୍କୁ କରୋନା। ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସେଟ୍ରୁ ଏହି ଖବର ମିଳିଛି। ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ଏଥିପାଇଁ ବରୁଣ ଧଓ୍ବନ, କିଆରା ଆଡଭାନୀ ଏବଂ ନୀତୁ କପୁରଙ୍କୁ…

‘ସଡ଼କ ୨’ ପରେ ଏବେ ‘କୁଲି ନମ୍ବର ୧’ର ପାଳି! ଟ୍ରେଲର ଆସିବା ପୂର୍ବରୁ ହିଁ ଡିସ୍‌ଲାଇକ୍‌ କରିବାକୁ ଚାହିଁବସିଛନ୍ତି ଲୋକ

ନିକଟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଲୋକମାନେ ଟ୍ଵିଟରରେ ନିଜ କ୍ରୋଧ ବ୍ୟକ୍ତ କରି ଭିଡିଓକୁ ଡିସ୍‌ଲାଇକ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଏମିତି ଲାଗୁଛି ଏହି ଧାରା ଏଠାରେ ଶେଷ ହେବ ନାହିଁ। କାରଣ ଲୋକମାନେ ଏବେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ…

ବରୁଣ ଧବନଙ୍କ ସମ୍ପର୍କୀୟଙ୍କୁ କରୋନା, ଆକ୍ଟର କହିଲେ, ‘ଘରେ ପହଞ୍ଚି ସାରିଲାଣି ଭାଇରସ’

କରୋନା ଭାଇରସକୁ ନେଇ ଏବେ ଚକିତ କଲା ଭଳି ଏକ କଥା ସାମ୍ନାକୁ ଆସିଛି। ବଲିଉଡ ଆକ୍ଟର ବରୁଣ ଧବନ ସୋସିଆଲ ମିଡ଼ିଆରେ ଏହାର ଖୁଲାସା କରିଛନ୍ତି। ଆମେରିକାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ କୋଭିଡ-19ର ଶିକାର ହୋଇଥିବା ନେଇ ସେ ନିଜ ଇନଷ୍ଟା ଲାଇଭ ଚାଟରେ ସୂଚନା ଦେଇଛନ୍ତି। ବରୁଣ…