କେବଳ ଶୁଷ୍କ ତ୍ୱଚା ନୁହେଁ ଏହିସବୁ ସମସ୍ୟା ପାଇଁ ଲାଭାକରୀ ହୋଇଥାଏ ଭେସଲିନ୍, ଜାଣନ୍ତୁ କ’ଣ
ଶୁଷ୍କ ତ୍ୱଚା ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଝିଅମାନେ ଶୀତ ଦିନେ ଭେସଲିନ୍ ବ୍ୟବହାର କରିଥାନ୍ତି। ଭେସଲିନ୍ କେବଳ ଶୁଷ୍କ ତ୍ୱଚା ନୁହେଁ ବରଂ ଥଣ୍ଡା ଦିନେ ଦେଖାଯାଉଥିବା ଅନ୍ୟାନ୍ୟ ସମସ୍ୟା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଭେସଲିନ୍ ବ୍ୟବହାର କରି ଅନ୍ୟ…