Browsing Tag

vastu and fengasui

ଘରେ ରଖନ୍ତୁ ଏହି ୫ଟି ଗଛ, ଭାଗ୍ୟ ଏମିତି ବଦଳିବ ଯେ ଆପଣ ବି କରିପାରିବେନି ବିଶ୍ୱାସ

ଗଛ ନା କେବଳ ବାତାବରଣକୁ ଶୁଦ୍ଧ ରଖିଥାଏ ବରଂ ଏହା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଥାଏ। ବାସ୍ତୁରେ ଏମିତି କିଛି ଗଛ ବିଷୟରେ କୁହାଯାଇଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଭରି ରହିଥାଏ। ଏହା ଘରେ ସୁଖ ଶାନ୍ତି ଆଣିଥାଏ। କେବଳ ଏତିକି ନୁହେଁ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ…

ବାଉଁଶ ଜଳାଇବା କ’ଣ ପାଇଁ ଅଶୁଭ, କ’ଣ ରହିଛି ଏହାର କାରଣ ?

ଶାସ୍ତ୍ର ଅନୁସାରେ ବାଉଁଶ କାଠ ଜଳାଇବା ମନା। କୌଣସି ପୂଜା କିମ୍ବା ଯଜ୍ଞରେ ବାଉଁଶ କାଠ ଜଳାଇବା ଉଚିତ ନୁହେଁ। ଭାରତୀୟ ସନାତନ ପରମ୍ପରା ଅନୁସାରେ ବାଉଁଶ ଜଳାଇବା ଦ୍ୱାରା ବଂଶର ବନାଶ ହେବା ସହ ପିତୃଦୋଷ ଲାଗିଥାଏ। କ’ଣ ରହିଛି ଏହାର କାରଣ ? ଧାର୍ମିକ ମାନ୍ୟତା: ଧାର୍ମିକ ଧାରଣା…