ଲୁଣ ପାଣିରେ ଘର ପୋଛୁଛନ୍ତି କି? ଜାଣନ୍ତୁ ବାସ୍ତୁଶାସ୍ତ୍ର କ’ଣ କହୁଛି
ବର୍ତ୍ତମାନ ସମୟରେ ଲୋକେମାନେ ବହୁ ବିପଦରେ ପଡୁଛନ୍ତି । ଏଥି ସହ ଯଦି ଆପଣ ବାସ୍ତୁଶାସ୍ତ୍ର ନିୟମାନୁଯାୟୀ କିଛି କାର୍ଯ୍ୟ କରନ୍ତି, ତେବେ ଆପଣଙ୍କର ଜୀବନଶୈଳୀ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବ । ଆପଣ ଯେତେବେଳେ କିଛି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବା…