Browsing Tag

vastu tips for late marriage

ବିବାହ ପାଇଁ ବାସ୍ତୁ ଟିପ୍ସ, ବିବାହରେ ବାଧା ଆସୁଥିଲେ ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ

ବିବାହ ବ୍ୟକ୍ତିର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଜୀବନକୁ ଏକ ନୂଆ ଦିଗ ପ୍ରଦାନ କରିଥାଏ । ହେଲେ ବେଳେ ବେଳେ ବିବାହ ସମ୍ପନରେ ବହୁତ ବାଧା ଉପୁଜି ଥାଏ । ଅନେକ ସମୟରେ ବିବାହ ଅନୁଷ୍ଠିତ ହେବାର ଶେଷ ସମୟରେ ମଧ୍ୟ ବିବାହ ଭାଙ୍ଗି ଯାଇଥାଏ । କିମ୍ବା ବିବାହ ପରେ ଠିକ ସମ୍ପର୍କ…