ରାତିରେ କରନ୍ତୁ ନାହିଁ ଏହି ଘର କାମ, ଜାଣନ୍ତୁ କ’ଣ କହୁଛି ବାସ୍ତୁ
ଘରକୁ ସଫାସୁତରା ରଖିବା ନିତାନ୍ତ ଆବଶ୍ଯକ। ଘରେ ଲକ୍ଷ୍ମୀ ସେତେବେଳେ ବାସ କରନ୍ତି, ଯେତେବେଳେ ଘର ସଫାସୁତରା ଏବହ ସୁବ୍ଯବସ୍ଥିତ ରହିଥାଏ। ବାସ୍ତୁଶାସ୍ତ୍ର କେବଳ ଦିଗ ଅନୁସାରେ ଘର ନିର୍ମାଣ କରିବାକୁ ନେଇ ନୁହେଁ ବରଂ ଘର ସହିତ ଜଡିତ ପ୍ରତିଦିନ କିଛି କାମକୁ ନେଇ ମଧ୍ୟ ରହିଥାଏ। ଘରକୁ ସଫା…