Browsing Tag

vastu tips for wealth

ଏହି ଦିଗରେ ଧନ ରଖିଲେ କେବେ ହେବ ନାହିଁ ଅଭାବ,ସର୍ବଦା ପୁରି ରହିବ ତେଜୋରୀ

ଯଦି ସବୁ ଉଦ୍ୟମ କରିବା ପରେ ବି ହାତରେ ପଇସା ରହୁନାହିଁ ଓ ଅସୁବିଧା ବଢ଼ି ବଢ଼ି ଚାଲିଛି । ତେବେ ଏହାର ଅର୍ଥ ଆପଣଙ୍କ ଘରର ବାସ୍ତୁ ଠିକ୍ ନାହିଁ । କୁହାଯାଏ ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ଏହି ଘରେ ବିଲକୁଲ ବି ଉନ୍ନତି ହୁଏନାହିଁ । ଆଜି ଆମେ ଆପଣଙ୍କୁ ଧନ ରଖିବାର କିଛି ଖାସ ତରିକା…

ରୋଷେଇ ଘରୁ କେବେ ବି ସରିବାକୁ ଦିଅନ୍ତୁ ନାହିଁ ଏହି ଜିନିଷ, ନଚେତ୍‌ ହୋଇପାରେ ଆର୍ଥିକ ସଙ୍କଟ

ମା’ ଲକ୍ଷ୍ମୀ ଧନ ଓ ବୈଭବର ଦେବୀ ଅଟନ୍ତି । ତାଙ୍କ କୃପାରେ ବ୍ୟକ୍ତି ଜୀବନରେ ସୁଃଖ ସମୃଦ୍ଧି ବଜାୟ ରହିଥାଏ । ଯଦି ମା’ ଲକ୍ଷ୍ମୀ ରାଗିଯା’ନ୍ତି ତେବେ ଦରିଦ୍ରତା ଗ୍ରାସ କରିଥାଏ । ଫଳରେ ମନୁଷ୍ୟ ଘୋର ସଂକଟ ମଧ୍ୟରେ ଗତି କରିଥାଏ । ମା’ ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ଲୋକେ ପୂଜା ପାଠ…