Browsing Tag

veeru devgan

ପୁଣି ଜଣେ ଷ୍ଟାରଙ୍କୁ ହରାଇଲା ବଲିଉଡ୍, ଆଖି ବୁଜିଲେ ସୁପରଷ୍ଟାର୍ ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ୍

ପୁଣି ଜଣେ ଷ୍ଟାରଙ୍କୁ ହରାଇଲା ବଲିଉଡ୍ । ପରପାରିରେ ସୁପରଷ୍ଟାର୍ ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ୍ । ଦୀର୍ଘ ଦିନ ଧରି ଅସୁସ୍ଥ ଥବା ବୀରୁ ଆଜି ସକାଳେ ମୁମ୍ବାଇରେ ନିଶ୍ବାସ ତ୍ୟାଗ କରିଛନ୍ତି । ରିପୋର୍ଟ ଅନୁସାରେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ…