Browsing Tag

veg kabab role paratha

ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ‘ଭେଜ କବାବ ରୋଲ ପରଠା’

ଏମିତିରେ ତ ଆପଣ ରୋଲ ଖାଇଥିବେ । କବାବ ମଧ୍ୟ ଖାଇଥିବେ । କିନ୍ତୁ କେବେ ଭେଜ କଵାବ ରୋଲ ଖାଇଛନ୍ତିକି । ରୋଲ ଖାଇବା ସୌଖିନ ଲୋକ ଘରେ ବସି ଏହି ସ୍ୱାଦିଷ୍ଟ ରୋଲ ପ୍ରସ୍ତୁତ କରି ଖାଇପାରିବେ । ଆଉ ମଧ୍ୟ ଏହା ବହୁ ସ୍ୱାଦିଷ୍ଟ ହୋଇଥାଏ । ବିଭିନ୍ନ ପନିପରିବାରେ ଏହା ପ୍ରସ୍ତୁତ ହୋଇଥିବାରୁ ଏହା…