ଡିନରରେ ରୁଟି କିମ୍ବା ପରଟା ସହିତ ବନାନ୍ତୁ ‘ଭେଜ କୋରମା’, ସ୍ୱାସ୍ଥ୍ୟ ଏବଂ ସ୍ୱାଦରେ ଜବରଦସ୍ତ
ସବୁବେଳେ ଗୋଟିଏ ଜିନିଷ ଖାଇବାକୁ ଭଲ ଲାଗିନଥାଏ। କିଛି ନୂଆ ଡିସର ସ୍ୱାଦ ଚାଖିବାକୁ ମନ ହୋଇଥାଏ। ପରିବାର ଲୋକଙ୍କୁ ଖୁସି କରିବା ପାଇଁ ଗ୍ରୁହିଣୀମାନେ ରାତି ଖାଇବାରେ କଣ ବନାଇବେ ଏଥିପାଇଁ ଚିନ୍ତାରେ ଥାଆନ୍ତି। ଏଥିପାଇଁ ଆପଣଙ୍କୁ ଟେନସନ୍ ନେବା ଦରକାର ନାହିଁ କାରଣ ଆଜି ଆମେ ଆପଣଙ୍କୁ…